Advertisment

Advisory For American Citizen: ତୁରନ୍ତ ୧୪ ଦେଶ ଛାଡ଼, ଆମେରିକୀୟ ନାଗରିକଙ୍କୁ ନିର୍ଦ୍ଦେଶ

ଆମେରିକୀୟଙ୍କୁ ତୁରନ୍ତ ମଧ୍ୟପ୍ରାଚ୍ୟ ଦେଶ ଛାଡିବାକୁ ସତର୍କତା ଜାରି। ମଧ୍ୟପ୍ରାଚ୍ୟରେ ଥିବା ନିଜ ଦେଶର ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା।

author-image
Chinmayee Sahoo
American Citizen

American Citizen Photograph: (OTV)

ଆମେରିକୀୟଙ୍କୁ ତୁରନ୍ତ ମଧ୍ୟପ୍ରାଚ୍ୟ ଦେଶ ଛାଡିବାକୁ ସତର୍କତା ଜାରି। ମଧ୍ୟପ୍ରାଚ୍ୟରେ ଥିବା ନିଜ ଦେଶର ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା। US ସେକ୍ରେଟାରୀ ଅଫ୍ ଷ୍ଟେଟ୍ ପକ୍ଷରୁ ଜାରି ହୋଇଛି ଏ ନିର୍ଦ୍ଦେଶ। ମଧ୍ୟପ୍ରାଚ୍ୟର ୧୪ ଦେଶରେ ଥିବା ନିଜ ଦେଶର ନାଗରିକଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି। 

Advertisment

ଏହି ସବୁ ଦେଶ ଗୁଡିକ ହେଲା ବାହାରିନ, ଇଜିପ୍ଟ, ଇରାନ, ଇରାକ, ଇସ୍ରାଏଲ, ଓ୍ୱେଷ୍ଟବ୍ୟାଙ୍କ୍, ଗାଜା, ଜୋର୍ଡାନ, କୁଏତ, ଲେବାନନ, ଓମାନ, କତାର, ସାଉଦି ଆରବ, ସିରିଆ, ୟେମନ, UAE ପାଇଁ ନିର୍ଦ୍ଦେଶ ଜାରି ହୋଇଛି। 

ସୁରକ୍ଷା ସମ୍ବନ୍ଧୀୟ ବିପଦ ଯୋଗୁଁ ଆମେରିକୀୟ ନାଗରିକମାନେ ବାଣିଜ୍ୟିକ ପରିବହନ ବ୍ୟବହାର କରି ଦେଶ ଛାଡିବା ଉଚିତ ବୋଲି କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ସଂଘର୍ଷ ଚାରିରୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଇଥିଲା କିନ୍ତୁ ଏହା ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରେ।

Advertisment
Donald Trump American Citizen Advisory
Advertisment
Related Articles
Advertisment