/odishatv-khabar/media/media_files/2026/01/18/aircraft-2026-01-18-09-45-51.jpg)
Aircraft Photograph: (OTV)
ଇଣ୍ଡୋନେସିଆରେ ଏକ ଏୟାରକ୍ରାଫଟ ନିଖୋଜ ଘଟଣାରେ ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ । ATR 42-500 ଏୟାରକ୍ରାଫଟରେ ଇଣ୍ଡୋନେସିଆର ୩ ଜଣ ସରକାରୀ କର୍ମଚାରୀଙ୍କ ସହ ୭ ଜଣ କ୍ରୁ ଥିଲେ। ଇଣ୍ଡୋନେସିଆର ଏହି ଏୟାର ଟ୍ରାନସପୋର୍ଟ ପ୍ଲେନ୍ ଯୋଗ୍ୟକର୍ତ୍ତାରୁ ବାହାରି ମକସର ଯାଉଥିବା ବେଳେ ଅଧାବାଟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
Advertisment
କୌଣସି ଅଘଟଣ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏୟାରଫୋର୍ସ ସହାୟତାରେ ଆକାଶ ମାର୍ଗରୁ ଅନୁଧ୍ୟାନ କରାଯାଉଛି ।
ଏଥିସହ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀଙ୍କୁ ସର୍ଚ୍ଚ ଅପରେସନରେ ସାମିଲ କରାଯାଇଛି । ଡ୍ରୋନ ସହାୟତାରେ ମଧ୍ୟ ନିଖୋଜ ଏୟାରକ୍ରାଫଟକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି ।
Advertisment
ଇଣ୍ଡୋନେସିଆରେ ଏୟାରକ୍ରାଫଟ୍ ନିଖୋଜ
୩ ସରକାରୀ କର୍ମଚାରୀଙ୍କ ସହ ୭ କ୍ରୁ ଥିବା ସୂଚନା
ମଝି ଆକାଶରେ ଯୋଗାଯୋଗ ବିଚ୍ଛିନ୍ନ, ଅଘଟଣ ନେଇ ଆଶଙ୍କା
ଆକାଶ ମାର୍ଗରୁ ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ
Advertisment



Related Articles
Daily Horoscope 18th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 18th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

Gruesome Road Tragedy: ହୃଦୟ ବିଦାରକ ଦୃଶ୍ୟ, ଗାଡ଼ି ଧକ୍କା ପରେ ଜୀଅନ୍ତା ଜଳିଗଲେ
POSTED

Elder Brother Masterminds Contract Killing: ଭାଇ ସାଜିଲା ଭଗାରୀ, ସୁପାରି ଦେଇ ସାନଭାଇକୁ ହତ୍ୟା; ମାସେ ପରେ ହୋଇଥାନ୍ତା ବାହାଘର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)