/odishatv-khabar/media/media_files/2026/01/17/fire-2026-01-17-20-41-27.jpg)
FIRE Photograph: (OTV)
ଫୁଲବାଣୀରେ ଭୟଙ୍କର ଦୁର୍ଘଟଣା । ପରସ୍ପରକୁ ଧକ୍କା ଦେଇ ଜଳିଗଲା ଅଟୋ-କାର୍ । ଗାଡ଼ି ଭିତରେ ଜଣେ ଜୀବନ୍ତ ଦଗ୍ଧ ହୋଇଗଲେ । ଫୁଲବାଣୀ ଦାତପାଜୁରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଭେଟଖୋଲ ଘାଟି ନିକଟରେ ଗୋଟିଏ କାର୍ ଓ ଅଟୋ ମୁହାଁମୁହିଁ ହୋଇଥିଲେ ।
Advertisment
ବାହାରି ପାରିଲେନି ଗାଡ଼ିରୁ
ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଘଟଣାସ୍ଥଳରେ ହୁତୁହୁତୁ ହୋଇ ଜଳିଯାଇଥିଲା ଉଭୟ ଗାଡ଼ି । ଜଣେ ଗାଡ଼ି ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଆଉ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇି । ଫୁଲବାଣୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
Advertisment


Related Articles
Cash Hoard Uncovered: ଆଲମିରା ଭର୍ତ୍ତି ଟଙ୍କା ଗଣତି ପରେ ଅଢେଇ କୋଟି ଜବତ, ଚୋରା ମଦ କାରବାର ସମ୍ପର୍କରେ ବି ମିଳିଛି ସୁରାକ୍
POSTED

Choudwar Jail Escape Case: ଲେଉଟିଲା ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଏପିସୋଡ୍
POSTED

Political Storm in BJD: ୨ MLAଙ୍କ ଉପରେ ଆକ୍ସନ୍ ପରେ ଶଙ୍ଖ ଦଳରେ ଷଡ଼ଯନ୍ତ୍ର ପଲିଟିକ୍ସ, ବିଜେଡିକୁ ଭାଙ୍ଗିବାକୁ ପ୍ଲାନ୍ ହୋଇଥିଲା ମିଡ୍ ଡେ ଅପରେସନ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)