/odishatv-khabar/media/media_files/2025/10/30/cbse-2025-10-30-20-38-10.jpg)
cbse Photograph: (OTV)
ଫେବ୍ରୁଆରୀ ୧୭ରୁ CBSE ପରୀକ୍ଷା। ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ। ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ପରୀକ୍ଷା। ତାର ୧୧୦ ଦିନ ପୂର୍ବରୁ ସୂଚୀ ପ୍ରକାଶ ପାଇଛି।
ଦଶମ ଏକଜାମ୍ ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖ ଯାଏ ଚାଲିବ। ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ତାରିଖ ଯାଏଁ ଚାଲିବ। ରାଷ୍ଟ୍ରୀୟ ଶିକ୍ଷା ନୀତି ସୁପାରିଶ ଅନୁସାରେ CBSE ଦଶମ ଶ୍ରେଣୀଙ୍କ ପିଲାଙ୍କ ପାଇଁ ହେବ ୨ଟି ବୋର୍ଡ ପରୀକ୍ଷା।
ଏଥିରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଦର୍ଶନରେ ସୁଧାରିବାକୁ ମଉକା ମିଳିବ। ଏଥିସହ ପରୀକ୍ଷା ଚାପ ବି କମିବ। ପରୀକ୍ଷା ପ୍ରତିଦିନ ସକାଳ ସାଢ଼େ ୧୦ଟାରେ ଆରମ୍ଭ ହେବ। ଚଳିତବର୍ଷ ମୋଟ୍ ୪୫ ଲକ୍ଷ ପିଲା CBSE ପରୀକ୍ଷା ଦେବେ।
ଫେବ୍ରୁଆରୀ ୧୭ରୁ CBSE ପରୀକ୍ଷା
ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ CBSEର ତାରିଖ ଘୋଷଣା
ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ପରୀକ୍ଷା
୧୧୦ ଦିନ ପୂର୍ବରୁ ସୂଚୀ ପ୍ରକାଶ ପାଇଲା
ଦଶମ ଏକଜାମ୍ ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ
ଏପ୍ରିଲ ୯ଯାଏଁ ଚାଲିବ ଦ୍ବାଦଶ ପରୀକ୍ଷା
ପ୍ରତିଦିନ ସକାଳ ସାଢ଼େ ୧୦ଟାରେ ଆରମ୍ଭ ହେବ ପରୀକ୍ଷା
Villagers Refuse To Carry: ବାପା ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ... ମୃତ୍ୟୁ ପରେ ବି କାନ୍ଧ ଦେଲେନି

SI Exam Corruption Case: ଜେଲରୁ ବାହାରିଲେ ୧୧୪ ଅଭିଯୁକ୍ତ , ମାଷ୍ଟର ମାଇଣ୍ଡ ଏବେବି ଫେରାର

Land Sale and Purchase: ଏଣିକି ତହସିଲ ଅଫିସରେ ହେବ ଜମି କିଣାବିକା , ନଭେମ୍ବର ୧ ତାରିଖରୁ ଆରମ୍ଭ

School Neglect Turns Fatal: ତୁଷାରଙ୍କ କଷ୍ଟ ବୁଝିଲେନି କେହି, FIRରେ ସାଘାଂତିକ ଅଭିଯୋଗ କଲେ ତୁଷାରଙ୍କ ବାପା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)