/odishatv-khabar/media/media_files/2025/10/30/si-exam-scam-2025-10-30-18-05-11.jpg)
si exam scam Photograph: (OTV)
ଜେଲରୁ ବାହାରିଲେ ପରୀକ୍ଷାର୍ଥୀ । SI ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଏମାନେ ବ୍ରହ୍ମପୁର ଜେଲରେ ଥିଲେ । ଗତକାଲି କୋର୍ଟ ଏମାନଙ୍କୁ ଜାମିନ ପ୍ରଦାନ କରିବା ପରେ ଆଜି କିଛି ପରୀକ୍ଷାର୍ଥୀ ଜେଲରୁ ବାହାରିଛନ୍ତି ।
ଏହି ମାମଲାରେ ବ୍ରହ୍ମପୁର ପୋଲିସ ଓ କ୍ରାଇମବ୍ରାଞ୍ଚ ମୋଟ ୧୨୩ ଜଣଙ୍କୁ ଗିରଫ କରିଥିଲା । ୧୧୪ ଜଣଙ୍କୁ ମିଳିଛି ଜାମିନ । ୯ ଜଣଙ୍କୁ ଜାମିନ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ଅଛି।
ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି । ତେବେ ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥିବାରୁ ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି । ...
SI ପରୀକ୍ଷା ମହାଦୁର୍ନୀତି ମାମଲା
ବେଲ୍ ମିଳିବା ପରେ ଜେଲରୁ ବାହାରିଲେ ୧୧୪ ଅଭିଯୁକ୍ତ
ବ୍ରହ୍ମପୁର କୋର୍ଟ ଜାମିନ ଦେବା ପରେ ମୁକୁଳିଲେ
SI ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିଲେ
ମାମଲାରେ ଗିରଫ ହୋଇଥିଲେ ମୋଟ ୧୨୩ ଜଣ
୯ ଜଣଙ୍କୁ ଜାମିନ ମିଳିନଥିବାରୁ ଜେଲରେ ଅଛନ୍ତି
ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର
Taxi Driver Rapes: ଟ୍ୟାକ୍ସିରେ ଆସିଲା, ଦୁଷ୍କର୍ମ କଲା....ଘରେ ନେଇ ଛାଡି ଆସିଲା

President Murmu Makes History: କିଏ ଏ ଶିବାଙ୍ଗୀ ? କାହିଁକି ମହାମହିମ ତାଙ୍କ ସହ ଉଠାଇଲେ ଫଟୋ ?

Trump Praises PM Modi Again: ପିଏମ୍ ମୋଦି ଖୁବ୍ ହ୍ୟାଣ୍ଡସମ୍ , କାହିଁକି ଏଭଳି କହିଲେ ଟ୍ରମ୍ପ ?

Unbelievable: ମଇଁଷି ଖାଉଛି ଅଣ୍ଡା, ଦେଶୀ ଘିଅ...ଚର୍ଚ୍ଚାରେ ୧୫ କୋଟି ଟଙ୍କାର ଘୋଡ଼ା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)