Advertisment

Land Sale and Purchase: ଏଣିକି ତହସିଲ ଅଫିସରେ ହେବ ଜମି କିଣାବିକା , ନଭେମ୍ବର ୧ ତାରିଖରୁ ଆରମ୍ଭ

ଏଣିକି ତହସିଲ ଅଫିସରେ ହେବ ଜମି କିଣାବିକା। ନଭେମ୍ବର ୧ ତାରିଖରୁ ହୋଇପାରିବ କିଣାବିକା । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ।

author-image
Manas Ranjan Mohanty
land

land Photograph: (OTV)

ଏଣିକି ତହସିଲ ଅଫିସରେ ହେବ ଜମି କିଣାବିକା। ନଭେମ୍ବର ୧ ତାରିଖରୁ ହୋଇପାରିବ କିଣାବିକା । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ। ପରେ ଡିସେମ୍ବରରେ ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ। ନଭେମ୍ବର ୧ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ଏଣିକି ଅନଲାଇନରେ ସ୍ଲଟ ବୁକ କରି ତହସିଲ ଅଫିସରେ ଜମି ପଞ୍ଜିକରଣ କରି ପାରିବେ। 

Advertisment

୧ ରୁ ତହସିଲ୍ ଅଫିସରେ ଜମି କିଣାବିକା- ମନ୍ତ୍ରୀ
ନଭେମ୍ବର ୧ରୁ ତହସିଲ୍ ଅଫିସରେ ହୋଇପାରିବ ଜମି କିଣାବିକା
ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
'ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିବେ'
'ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ମିଳିବ ସୁବିଧା'
'ଡିସେମ୍ବରରେ ବାକି ୨୭୩ ତହସିଲ୍ ରେ ଜମି କିଣାବିକା ସେବା ମିଳିବ'
'ଅନଲାଇନରେ ସ୍ଲଟ ବୁକ୍  କରି ତହସିଲ୍ ଅଫିସ୍ ରେ ପଞ୍ଜୀକରଣ କରିପାରିବେ'

Advertisment
Related Articles
Advertisment