Advertisment

Villagers Refuse To Carry: ବାପା ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ... ମୃତ୍ୟୁ ପରେ ବି କାନ୍ଧ ଦେଲେନି

ମୃତ୍ୟୁର ୮ ଘଣ୍ଟା ପରେ ବି ମୃତଦେହ ଶ୍ମଶାନକୁ ନେବାକୁ କେହି ସାହାଯ୍ୟ କରିନଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ ପ୍ରଧାନୀପଡ଼ାରେ । ବାପା ମାଆ ଚାଲିଯିବା ପରେ ପୁଅ ମହେନ୍ଦ୍ର ଦଳେଇ ଗାଁରେ ଏକୁଟିଆ ରହୁଥିଲେ ।

author-image
Manas Ranjan Mohanty
BHABANIPATANA

BHABANIPATANA Photograph: (OTV)

ବାପା ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ପୁଅର ମୃତ୍ୟୁ ପରେ ବି କାନ୍ଧ ଦେଲେନି ବନ୍ଧୁ କି ଗ୍ରାମବାସୀ । ଶେଷରେ ପରିବାରର ୩ ଜଣ ସଂପର୍କୀୟ ଭଉଣୀ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ ।

Advertisment

ମୃତ୍ୟୁର ୮ ଘଣ୍ଟା ପରେ ବି ମୃତଦେହ ଶ୍ମଶାନକୁ ନେବାକୁ କେହି ସାହାଯ୍ୟ କରିନଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ ପ୍ରଧାନୀପଡ଼ାରେ । ବାପା ମାଆ ଚାଲିଯିବା ପରେ ପୁଅ ମହେନ୍ଦ୍ର ଦଳେଇ ଗାଁରେ ଏକୁଟିଆ ରହୁଥିଲେ ।

ଏବେ ମହେନ୍ଦ୍ରଙ୍କ ମୃତ୍ୟୁ ପରେ ଗାଁ ଲୋକଙ୍କ ଏଭଳି ସାମାଜିକ ବାସନ୍ଦ ସଭ୍ୟ ସମାଜରେ ମାନବିକତାକୁ ଲଜ୍ଜିତ କରିଛି । ଶେଷରେ ମୃତକଙ୍କ ବଡ଼ବାପାଙ୍କ ୩ ଝିଅ ମୃତଦେହକୁ କାନ୍ଧ ଦେଇଛନ୍ତି । ଏହାପରେ ଗାଁ ଶ୍ମଶାନରେ ହୋଇଥିଲା ଶେଷକୃତ୍ୟ । 

Advertisment

ଭାଇର ମୃତଦେହକୁ କାନ୍ଧ ଦେଲେ ୩ ଭଉଣୀ
ବାପା ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ...
ପୁଅର ମୃତ୍ୟୁ ପରେ ବି କାନ୍ଧ ଦେଲେନି ବନ୍ଧୁ କି ଗ୍ରାମବାସୀ 
ପରିବାରର ୩ ଜଣ ସଂପର୍କୀୟ ଭଉଣୀ କାନ୍ଧ ଦେଇ ଶ୍ମଶାନକୁ ନେଲେ
କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ ପ୍ରଧାନୀପଡ଼ାରେ ଅଭାବନୀୟ ଘଟଣା
ସଭ୍ୟ ସମାଜରେ ସାମାଜିକ ବାସନ୍ଦ ମାନବିକତାକୁ କଲା ଲଜ୍ଜିତ 

Advertisment
Related Articles
Advertisment