/odishatv-khabar/media/media_files/2025/10/08/vigilance-2025-10-08-17-58-46.jpg)
VIGILANCE Photograph: (OTV)
ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ । ଲାଞ୍ଚ ନେବା ବେଳେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ କାବୁ କଲା ଭିଜିଲାନ୍ସ । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ସେ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ବନମାଳୀଙ୍କ ୩ଟି ସ୍ଥାନରେ ରେଡ୍ ଚଳାଇଛି । କବିସୂର୍ଯ୍ୟନଗର ଠାରେ ଥିବା ବାସ ଭବନ ଓ NAC କାର୍ଯ୍ୟାଳୟରେ ଭିଜିଲାନ୍ସର ଟିମ୍ ଚଢ଼ାଉ ଜାରି ରଖିଛନ୍ତି। ...
Advertisment
ଭିଜିଲାନ୍ସ ଜାଲରେ OAS ଅଧିକାରୀ
ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ
କାର୍ଯ୍ୟନିର୍ବାହୀ ଅଧିକାରୀ OAS ବନମାଳୀ ଶତପଥୀ ଲାଞ୍ଚ ନେଇ କାବୁ
୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ନେଉଥିଲେ ଲାଞ୍ଚ
ଲାଞ୍ଚ ନେଇ ଧରାପଡ଼ିବା ପରେ ବନମାଳୀଙ୍କ ୩ଟି ସ୍ଥାନରେ ରେଡ୍ ଆରମ୍ଭ
Advertisment



Related Articles
No Pin Needed: ପିନ୍ ଦରକାର ନାହିଁ, ଏଭଳି ହେବ ୟୁପିଆଇ ପେମେଣ୍ଟ...ପଢ଼ନ୍ତୁ ଗୋଟିଏ କ୍ଲିକରେ
POSTED

Eating Bananas: କଦଳୀ ଖାଇବା ପରେ ପାଣି ପିଇଲେ କଣ ହୁଏ ? ଜାଣନ୍ତୁ ଖାଇବାର ସଠିକ ଉପାୟ
POSTED

Rohit Sharma Rocks: ନିଜ ଲୁକରେ ଫ୍ୟାନ୍ସଙ୍କୁ ସରପ୍ରାଇଜ କଲେ ରୋହିତ, କମାଇଲେ ୨୦ କେଜି ଓଜନ
POSTED

Most Wanted Jyotsna Khuntia: ସାମ୍ନାକୁ ଆସିଲା ମୋଷ୍ଟ ୱାଣ୍ଟେଡ ଜ୍ୟୋସ୍ନା ଖୁଣ୍ଟିଆଙ୍କ ଫଟୋ, କୋଟି କୋଟି ଟଙ୍କା ଠକେର ମୁଖ୍ୟ ଅଭିଯୁକ୍ତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)