Advertisment

Major Bust in Vikas Nagar: ବିକାଶ ନଗରରେ ସେକ୍ସ ରାକେଟ, ୩ ମହିଳା ଓ ୪ ପୁରୁଷଙ୍କୁ ଅଟକ ରଖିଲା ପୋଲିସ

ଆଦର୍ଶ ଥାନା ଅନ୍ତର୍ଗତ ବିକାଶ ନଗରରେ ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଗତ କିଛି ଦିନ ଧରି ଏକ ଭଡ଼ା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ।

author-image
Tapan Swain
Sex Racket

Sex Racket Photograph: (OTV)

ଖୋର୍ଦ୍ଧାରେ ସେକ୍ସ ରାକେଟ୍ ଠାବ। ଆଦର୍ଶ ଥାନା ଅନ୍ତର୍ଗତ ବିକାଶ ନଗରରେ ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଗତ କିଛି ଦିନ ଧରି ଏକ ଭଡ଼ା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ।

Advertisment

ଆଜି ପୋଲିସ ଅଚାନକ ରେଡ୍ କରିଥିଲା । ସେଠାରୁ ୩ ମହିଳା ଓ ୪ ପୁରୁଷଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଉଛି । ପୋଲିସର ସ୍ପେଶାଲ ସ୍କ୍ୱାଡ ଅଚାନକ ଚଢ଼ାଉ କରିଥିଲା। ସେମାନଙ୍କୁ ଅଟକ ରଖାଯାଇଛି । 

ଖୋର୍ଦ୍ଧାରେ ସେକ୍ସ ରାକେଟ୍ ଠାବ

ଆଦର୍ଶ ଥାନା ଅନ୍ତର୍ଗତ ବିକାଶ ନଗରରେ ସେକ୍ସ ରାକେଟ
ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ
୩ ମହିଳା ଓ ୪ ପୁରୁଷଙ୍କୁ ଅଟକ ରଖିଲା ପୋଲିସ

Advertisment
Sex Racket
Advertisment
Related Articles
Advertisment