/odishatv-khabar/media/media_files/2025/12/24/cat-murder-case-2025-12-24-13-42-58.jpg)
CAT MURDER CASE Photograph: (OTV)
ମରିଗଲା ମାନବିକତା, ବଳି ପଡିଲା ବିଲେଇI ଦୁଇ ଜଣଙ୍କ କଳିରୁ ବିଲେଇକୁ ହତ୍ୟା। ଶୀତ ଦିନରେ ଥଣ୍ଡା ପାଣି ଢ଼ାଳି ବିଲେଇକୁ ମାରି ଦେଇଛି ନିଷ୍ଠୁର ମଣିଷ। ଏଭଳି ଅଭିଯୋଗ ଆଣିଛନ୍ତି ପଶୁ ପ୍ରେମୀ। ଶୀତ ରାତିରେ ବିଲେଇ ଉପରେ ଥଣ୍ଡା ପାଣି ଢ଼ାଳି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉଠିଛି ସହିଦ ନଗର ପ୍ରାଣୀ ଚିକିତ୍ସାଳୟ ଆନିମଲ ହେଲ୍ପଲାଇନ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୁଦ୍ଧରେ।
ପ୍ରଭୁ କଲ୍ୟାଣୀ ତ୍ରୀପାଠି ଆଗରୁ ଏଭଳି ଅନେକ ପଶୁଙ୍କ ଜୀବନ ନେଇଥିବାର ବି ଅଭିଯୋଗ ରହିଛି। ଅଭିଯୋଗ ପରେ ସହିଦ ନଗର ପୋଲିସ ଗୁରୁତ୍ୱର ସହିତ ନେଇ ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ସହିଦ ନଗର ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି I ସହିଦ ନଗର ପୋଲିସ OUAT ପ୍ରାଣୀ ଚିକିତ୍ସାଳୟରେ ବିଲେଇର ପୋଷ୍ଟମର୍ଟମ କରିଛି।
• ମରିଗଲା ମାନବିକତା, ବଳି ପଡିଲା ବିଲେଇ
• ଦୁଇ ଜଣଙ୍କ କଳିରୁ ବିଲେଇକୁ ହତ୍ୟା
• ଶୀତ ଦିନରେ ଥଣ୍ଡା ପାଣି ଢ଼ାଳି ବିଲେଇକୁ ହତ୍ୟା
• ଏଭଳି ଅଭିଯୋଗ ଆଣିଛନ୍ତି ପଶୁ ପ୍ରେମୀ
• ଅଭିଯୋଗ ପରେ ତଦନ୍ତ କରୁଛି ସହିଦ ନଗର ଥାନା ପୋଲିସ
Indian Woman Murdered In Canada: ଯୁବତୀଙ୍କୁ ହତ୍ୟା, ପ୍ରେମିକ ଅବଦୁଲ ଗଫୁରିକୁ ଖୋଜୁଛି ପୁଲିସ୍

Big Charge Against Yunus Regime: ଓସମାନ ହାଦିଙ୍କୁ ମାରିଛି ୟୁନୁସ୍ ସରକାର! ଛାତ୍ରନେତାଙ୍କ ଭାଇ କଲେ ଚାଞ୍ଚଲ୍ୟକର ଖୁଲାସା, ଆଣିଲେ ସଙ୍ଗୀନ ଅଭିଯୋଗ

Turkey Plane Crash: ବିମାନ ଦୁର୍ଘଟଣା; ୪ ସୈନ୍ୟ ଅଧିକାରୀଙ୍କ ସହ ଆର୍ମି ଚିଫ୍ ମୃତ

Rape And Murder Allegation: ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା; ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍ ଜାରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)