Advertisment

Trivial Spat Escalates: ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ଼, ଆହତ ଯୁବକ ପିଆରଏମ୍ ମେଡିକାଲ୍ ରେ ଭର୍ତ୍ତି

ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ଼। ଭୁଜାଲି ମାଡରେ ଜଣେ ଯୁବକ ଆହତ। ଆହତ ଯୁବକଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କଲେଜ ଛକରେ କଲେଜ ପିଲା ଏବଂ କିଛି ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

author-image
Tapan Swain
Attack

Attack Photograph: (OTV)

ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ଼। ଭୁଜାଲି ମାଡରେ ଜଣେ ଯୁବକ ଆହତ। ଆହତ ଯୁବକଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କଲେଜ ଛକରେ କଲେଜ ପିଲା ଏବଂ କିଛି ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

Advertisment

ଏହାରି ଭିତରେ ଭୁଜାଲି ଆକ୍ରମଣରେ ହିମାଂଶୁ ବାରିକ ଆହତ ହୋଇଥିଲେ। ଆହତ ଯୁବକ ୮ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। 

ବଚସାରୁ ଯୁବକଙ୍କୁ ଛୁରାମାଡ଼

ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ଼
ବାରିପଦା କଲେଜ ଛକରେ ଛୁରାମାଡ଼
ଆହତ ଯୁବକ ପିଆରଏମ୍ ମେଡିକାଲ୍ ରେ ଭର୍ତ୍ତି
୮ ଜଣ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ, ତଦନ୍ତ ଆରମ୍ଭ

Advertisment
Baripada Attack
Advertisment
Related Articles
Advertisment