Advertisment

Hotel Room Death Mystery: ବାଲେଶ୍ବରରେ ହୋଟେଲ୍ ରୁମରେ ଡେଥ୍ ମିଷ୍ଟ୍ରି; ହଟିବ ସସପେନ୍ସ...

ବଲେଶ୍ବରରେ ହୋଟେଲ ରୁମ୍ ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ହଟିବ ସସପେନ୍ସ। ହୋଟେଲ ରୁମ୍ ଭିତରୁ ଯୁବକଙ୍କ ମୃତଦେହ ଘଟଣାରେ ଯୁବକ ଆକାଶ ମହାନ୍ତଙ୍କ ହତ୍ୟା ଘଟଣାରେ ଦୁଇ ଗିରଫ ।

author-image
Sujit kumar Swain
Hotel Room Death Mystery

Hotel Room Death Mystery Photograph: (OTV)

ବଲେଶ୍ବରରେ ହୋଟେଲ ରୁମ୍ ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ହଟିବ ସସପେନ୍ସ। ହୋଟେଲ ରୁମ୍ ଭିତରୁ ଯୁବକଙ୍କ ମୃତଦେହ ଘଟଣାରେ ଯୁବକ ଆକାଶ ମହାନ୍ତଙ୍କ ହତ୍ୟା ଘଟଣାରେ ଦୁଇ ଗିରଫ । ଆକାଶ ମହାନ୍ତଙ୍କ ସାଙ୍ଗ ରାମଚନ୍ଦ୍ର ସିଂ ଙ୍କ ସମେତ ଜଣେ ମହିଳା କୁ ଗିରଫ କରିଛି ସହଦେବ ଖୁଣ୍ଟା ଥାନା ପୁଲିସ ।  ହତ୍ୟାକାଣ୍ଡ ବେଳେ ଏହି ଦୁଇ ଜଣ ରୁମ୍ ଭିତରେ ରହିଥିଲେ । ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳ ରୁ ଆକାଶ କି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମହିଳାଙ୍କ ନାମ ଜେମାମଣି ସିଂ ବୋଲି ଜଣା ପଡ଼ିଛି। ଘଟଣାପରଠାରୁ ମହିଳା ଜଣଙ୍କ ଫେରାର ଥିଲେ। 

Advertisment

Balasore Crime News
Advertisment
Related Articles
Advertisment