/odishatv-khabar/media/media_files/2026/02/14/arrest-2026-02-14-16-18-42.jpg)
Arrest Photograph: (OTV)
ଚୌଦ୍ବାର ଜେଲରୁ ଚମ୍ପଟ୍ କଏଦୀ ଗିରଫ। ଚୌଦ୍ବାର ଜେଲ୍ ରୁ ଚମ୍ପଟ୍ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ। ଉତ୍ତର ପ୍ରଦେଶରୁ ଜଣଙ୍କୁ ଗିରଫ କଲା ଓଡ଼ିଶା ପୋଲିସ। କୁଖ୍ୟାତ ମଧୁକାନ୍ତ ରାଣାକୁ ଗିରଫ ଗିରଫ ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି।
Advertisment
ଆଉ ଜଣ ଫେରାର ଥିବା କଏଦୀଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। ...
ଚୌଦ୍ବାରରୁ ଚମ୍ପଟ୍ କଏଦୀ ଗିରଫ
ଚୌଦ୍ବାର ଜେଲ୍ ରୁ ଚମ୍ପଟ୍ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ
ଉତ୍ତର ପ୍ରଦେଶରୁ ଜଣକୁ ଗିରଫ କଲା ଓଡ଼ିଶା ପୋଲିସ
ଗିରଫ ନେଇ ପୋଲିସ ଡିଜିଙ୍କ ସୂଚନା
ଆଉ ଜଣ ଫେରାର ଥିବା କଏଦୀଙ୍କୁ ଧରିବାକୁ ଉଦ୍ୟମ ଜାରି
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)