Advertisment

Boyfriend Cuts Girlfriend’s Neck: ପ୍ରେମିକାକୁ ଏତେ ଭଲ ପାଉଥିଲା...ହଠାତ ଛୁରୀରେ ତଣ୍ଟି କାଟିଦେଲା

ଗୁରୁତର ଅବସ୍ଥାରେ ପ୍ରେମିକାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ଘର ଦାର୍ଜିଲିଂ ବୋଲି ଜଣାପଡିଛି। ବୁଦ୍ଧ ପାର୍କ ନିକଟରେ ଉଭୟ ମୋମୋ ଦୋକାନ ଦେଇଥିଲେ।

author-image
Manas Ranjan Mohanty
attempt to murder

attempt to murder Photograph: (OTV)

ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ତଣ୍ଟି କାଟି ଲହୁ ଲୁହାଣ କଲା । ଚନ୍ଦ୍ରଶେଖରପୁର ଥାନା ବୁଦ୍ଧ ପାର୍କ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯୁବତୀ ଜଣଙ୍କ ଆଉ ଜଣଙ୍କୁ ପ୍ରେମ କରୁଥିବା ନେଇ ସନ୍ଦେହ କରୁଥିଲେ ପ୍ରେମିକ। ଆଜି ସକାଳୁ ଏନେଇ ବୁଦ୍ଧ ପାର୍କ ନିକଟରେ ଦୁହିଙ୍କ ଭିତରେ ଝଗଡା ହୋଇଥିଲା। ପରେ ଉତକ୍ଷିପ୍ତ ହୋଇ ପ୍ରେମିକାର ତଣ୍ଟି କାଟି ଦେଇଥିଲା ଯୁବକ।

Advertisment

ଗୁରୁତର ଅବସ୍ଥାରେ ପ୍ରେମିକାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ଘର ଦାର୍ଜିଲିଂ ବୋଲି ଜଣାପଡିଛି। ବୁଦ୍ଧ ପାର୍କ ନିକଟରେ ଉଭୟ ମୋମୋ ଦୋକାନ ଦେଇଥିଲେ। ଅଭିଯୁକ୍ତ ପ୍ରେମିକକୁ ଲୋକେ କାବୁ କରି ପୋଲିସ ଜିମା ଦେବା ପରେ ପୋଲିସ ଗିରଫ କରିଛି।

ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ
ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଅଭାବନୀୟ ଘଟଣା
ଯୁବତୀ ଅନ୍ୟ ଜଣଙ୍କୁ ପ୍ରେମ କରୁଥିବା ସନ୍ଦେହରେ ଝଗଡ଼ା
ଉତକ୍ଷିପ୍ତ ହୋଇ ଛୁରୀରେ ପ୍ରେମିକାର ତଣ୍ଟି କାଟି ଦେଲା ଯୁବକ
ପ୍ରେମିକକୁ କାବୁ କରି ଚନ୍ଦ୍ରଶେଖରପୁର ପୋଲିସ ଜିମା ଦେଲେ ଲୋକେ
ପ୍ରେମିକ ଓ ପ୍ରେମିକା ଉଭୟଙ୍କ ଘର ଦାର୍ଜିଲିଂରେ ବୋଲି ଜଣାପଡିଛି

Advertisment
Advertisment