Advertisment

Alleged Rape in Chandbali: ପୁଣି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ଲଜ୍ଜା , ପୀଡ଼ିତା ବିଷ ପିଇଦେଇଥିବା ଅଭିଯୋଗ

ପୁଣି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ଲଜ୍ଜା। ଧାମରା ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ସେହି ଗାଁର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

author-image
OTV Bureau
BDK-DUSHKRAMA

BDK-DUSHKRAMA Photograph: (OTV)

ପୁଣି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ଲଜ୍ଜା। ଧାମରା ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ସେହି ଗାଁର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଫଳରେ ଯୁବତୀ ଜଣଙ୍କ ଲୋକ ଲଜ୍ଜା ସହି ନପାରି ଆତ୍ମହତ୍ୟା ପାଇଁ ବିଷ ପିଇ ଦେଇଛନ୍ତି । ଏନେଇ ଧାମରା ଥାନାରେ ଯୁବତୀଙ୍କ ମାଆ ଅଭିଯୋଗ କରିଛନ୍ତି। ପୀଡିତା ବିଷ ପିଇବା ପରେ ଧାମରା ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ଏବଂ ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି I ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତର ମାଆ। କହିଛନ୍ତି, ମୋ ପୁଅକୁ ମିଛରେ ଫସାଇଛନ୍ତି । 

Advertisment

ପୁଣି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ଲଜ୍ଜା
ଧାମରା ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ 
ପୀଡ଼ିତା ବିଷ ପିଇଦେଇଥିବା ଅଭିଯୋଗ
କଟକର ଏକ ଘରୋଇ ହସ୍ପିଟାଲରେ ପୀଡ଼ିତା ଚିକିତ୍ସାଧୀନ
ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଅଟକ

Advertisment
Related Articles
Advertisment