• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Bribe
Pallahara Bribery Case: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର; ଲାଞ୍ଚ ନ ଦେବାରୁ ପ୍ରସୂତୀଙ୍କୁ ଛାଡ଼ିଲେନି !

ଲାଞ୍ଚ ନେବା ଓ ଦେବା ଅପରାଧ। ହେଲେ ଏହାକୁ ଫୁ କରି ଉଡ଼ାଇ ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ। ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି ।

Tulsi Leaves Offered At Child Feet For Worship
Tulsi Leaves in Child Feet For Worship: ବାଳକର ପାଦ ତଳେ ଦେଲେ ତୁଳସୀ; କହିଲେ, ‘ଇଏ କଳ୍କି ଅବତାର’

କୁନି ପିଲାର ପାଦ ତଳେ ତୁଳସୀ । ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚା । ଥାନାରେ ଫେରାଦ ହେଲେ ସମାଜସେବୀ ମହାସଂଘ ।

ସତ ପୋଲିସକୁ ମିଛ ପୋଲିସର ଭିଡିଓ କଲ
Cyber Crime: ସତ ପୋଲିସ ପାଖରେ ଲାଗିଲା ମିଛ ପୋଲିସର ଭିଡିଓ କଲ୍‌ ! ତା’ପରେ... Video

ପୋଲିସ ଅଫିସର ଜଣଙ୍କ ପୂର୍ବରୁ ଆଭାସ୍‌ ପାଇସାରିଥିଲେ ଯେ, ଆଜିକାଲି କିଛି ଠକମାନେ ଏମିତି ଫର୍ମୁଲା ପକାଇ ଲୋକଙ୍କୁ ଲୁଟ୍‌ କରୁଛନ୍ତି ।

Jhansi hospital fire
Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ

ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ସରକାର। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ମର୍ଡର କରିବାକୁ ଯାଇଥିବା ବେଳେ ସୁପାରୀ କିଲରର ଫୁଟିଲାନି ଗୁଳି ।
Firing Viral Video: ଲକ୍ ହେଲା ସୁପାରି କିଲର ବନ୍ଧୁକ, ବାହାରିଲାନି ଗୁଳି ! ତା’ପରେ...

ଦୌଡ଼ି ପଳାଇବା ବେଳେ ସୁପାରି କିଲରକୁ ଧରିଲେ ଲୋକ । CCTVରେ ସମ୍ପୂର୍ଣ୍ଣ ଘଟଣା କଏଦ, ପୋଲିସର ତଦନ୍ତ ଆରମ୍ଭ ।

Minor Girl
ଦୁଷ୍କର୍ମ ପରେ ହତ୍ୟା !

ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ। ପାଇକମାଳ ଥାନା ପଠାରି ଡୁଙ୍ଗୁରି ଜଙ୍ଗଲରୁ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ଏମିତି ସନ୍ଦେହ ବଢିଛି।

ପରକୀୟା ପ୍ରୀତିର ନୃଶଂସ ପରିଣତି । ୨ ଛୁଆଙ୍କୁ ତତଲା ଚେଙ୍କ ଦେଇଥିବା ଅଭିଯୋଗ ।
ପରକୀୟା ପ୍ରୀତିର ନୃଶଂସ ପରିଣତି

୨ ଛୁଆଙ୍କୁ ଚେଙ୍କ ଦେବା ଘଟଣାରେ ଅଭିଯୁକ୍ତ ମା’ ଓ ପ୍ରେମିକକୁ ଗିରଫ କରିଛି ମୈତ୍ରୀବିହାର ପୋଲିସ।

  • Friday, 15 November 2024
ପରକୀୟା ପ୍ରୀତିର ନୃଶଂସ ପରିଣତି । ୨ ଛୁଆଙ୍କୁ ତତଲା ଚେଙ୍କ ଦେଇଥିବା ଅଭିଯୋଗ ।
Extra Marital Affair: ବୟଫ୍ରେଣ୍ଡ ସହ ମିଶି ନିଜ ଛୁଆଙ୍କୁ ଚେଙ୍କ ଦେଲା ମାଆ !

ମୈତ୍ରୀବିହାର ଅଞ୍ଚଳର ଘଟଣାକୁ ନେଇ ରାଜଧାନୀରେ ହଇଚଇ । ଡିସିପି କହିଲେ ‘ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ’ ।

Mother's Extramarital Affairs
Mother's Extramarital Affairs: ରାଜଧାନୀରେ ମାଆ ଆଗରେ ପିଲାଙ୍କୁ ଚେଙ୍କ! ଅନୈତିକ ସମ୍ପର୍କକୁ ବିରୋଧ ପାଇଁ ସଜା

ନୃଶଂସ ସାଜିଲା ମାଆ । ଅମଣିଷ ସାଜିଲା ଜନ୍ମ କଲା ମାଆ । ସାମ୍ନାକୁ ଆସିଲା ମାଆର ନାରକୀୟ କାଣ୍ଡ ।

Jharkhand Horror
Jharkhand Horror: ବର୍ବର, ଭୟଙ୍କର, ସାଙ୍ଘାତିକ ... କୁନି ଝିଅକୁ କାଟି ଖାଇଲା ମାଆ!!

ଅନ୍ଧବିଶ୍ୱାସ ମଣିଷକୁ କେତେ ଅନ୍ଧ କରିପାରେ ... କେଉଁ ପରିସ୍ଥିତିରେ ନେଇ ଛିଡ଼ା କରିପାରେ .. ମାନବ ବଳିଦାନର ଏକ ଭୟଙ୍କର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।

50 Lakh Recovered From Tyre
50 Lakh Recovered From Tyre: ଚାଲିଛି ନିର୍ବାଚନ: ଗାଡ଼ି ଟାୟାର ଭିତରୁ ମିଳିଲା ପୁଳା ପୁଳା ଟଙ୍କା; ଦେଖନ୍ତୁ ଭିଡ଼ିଓ...

ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ମିଳିଲା ୫୦ ଳକ୍ଷ ଟଙ୍କା । ପାଖାପାଖି ୧୧ଟି ଟଙ୍କା ବଣ୍ତଲ ମିଳିଛି । 

Gold Chain Snatch
ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍

ଦିନ ଆଲୁଅରେ ବେକରୁ ଚେନ୍ ଛିଣ୍ଡାଇ ନେବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିବା ବେଳେ ମହିଳା ଜଣକ ତଳେ ପଡ଼ି ଶେଷରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ସବୁଠି ଏବେ ଉଦବେଗ ।

  • Thursday, 14 November 2024
Gold Chain Snatch
Chain Snatching in Bhubaneswar: କାଳ ସାଜୁଛି ମହିଳାଙ୍କ ବେକର ଚେନ୍ ! ଛିନତାଇ ବେଳେ ଗଲା ଜୀବନ

ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍ । କାରଣ, ସୁନା ଚେନ୍ ଝାମ୍ପିନେବାକୁ ଲୁଟେରାଙ୍କ ଉଦ୍ୟମ ବେଳେ କେବଳ ଯେ, ଲହୁଲୁହାଣ ହୋଇପାରନ୍ତି ତା ନୁହେଁ, ଆପଣଙ୍କ ଜୀବନ ବି ଚାଲିଯାଇପାରେ ।

New scam Callers are now impersonating relatives to ask for money
New Scam: ଲୁଟେରାଙ୍କ ନୂଆ ଗେମ୍‌; ସମ୍ପର୍କୀୟଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା; ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

ଆପଣଙ୍କୁ ଅଜଣା ନମ୍ବରରୁ କଲ୍‌ ଆସୁଛି କି ? ସମ୍ପର୍କୀୟଙ୍କ ପରିଚୟ ଦେଇ ପଇସା ମାଗୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ ସାଇବର ଠକେଇର ହୋଇପାରନ୍ତି ଶିକାର । 

ମ୍ୟାରେଜ ସିଜିନରେ ସାଇବର ଲୁଟେରାଙ୍କ ନୂଆ ଖେଳ
ସାଇବର ଠକେଇର ନୂଆ ପ୍ଲଟ୍

ହିମାଚଳ ପ୍ରଦେଶରେ ଏଭଳି ନୂଆ ଧରଣର ଠକେଇ ସାମ୍ନାକୁଆସିବା ପରେ ଏନେଇ ସତର୍କ କରିଛି କମିଶନରେଟ୍ ପୋଲିସ୍।

  • Wednesday, 13 November 2024
ମ୍ୟାରେଜ ସିଜିନରେ ସାଇବର ଲୁଟେରାଙ୍କ ନୂଆ ଖେଳ
E-Wedding Card Scam: ବାହାଘର କାର୍ଡରେ କ୍ଲିକ୍‌ କଲେ ହୋଇଯାଉଛି ଆକାଉଣ୍ଟ ଗୋଲ୍ !

ଲିଙ୍କ୍ ଛୁଇଁଦେଲେ ନିମିଷକେ ଚାଲିଯାଉଛି ବ୍ୟକ୍ତିଗତ ତଥ୍ୟ । ଟ୍ରାନ୍ସଫର ସହ ଗୋଲ୍ ହୋଇଯାଇ ପାରେ ଆକାଉଣ୍ଟ ।

ଧୋନିଙ୍କୁ ହାଇକୋର୍ଟରୁ ନୋଟିସ୍‌
MS Dhoni: IPL ୨୦୨୫ ପୂର୍ବରୁ ବଢ଼ିଲା ଧୋନିଙ୍କ ଅଡ଼ୁଆ, ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ଆସିଲା ନୋଟିସ୍‌

ଏକ ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ୍‌ ପଠାଇଛି ।

Patient's son stabs doctor 7 times
Tamil Nadu Doctor Stabbed: ବିଭତ୍ସ କାଣ୍ତ: ହସ୍ପିଟାଲରେ ଡାକ୍ତରଙ୍କୁ ୭ଥର ଛୁରାମାଡ଼ କଲା ରୋଗୀଙ୍କ ସମ୍ପର୍କୀୟ !

ମେଡ଼ିକାଲ୍‌ରେ ଚାଲିଲା ଖଣ୍ତଯୁଦ୍ଧ । କ୍ୟାନସର ଓ୍ୱାର୍ଡରେ ବୁଲିଲା ଛୁରୀ। କ୍ୟାନ୍‌ସର ଓ୍ୱାର୍ଡରେ ମା'ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଆଖିବୁଜା ଛୁରାମାଡ଼ କଲା ପୁଅ ।

Fake Wedding Card Scam On WhatsApp 
Wedding Invitation Scam Alert: ସାବଧାନ ! ହ୍ବାଟ୍ସଆପ୍‌କୁ ବିବାହ ନିମନ୍ତ୍ରଣ ଆସୁଛି କି ? କ୍ଲିକ୍ କଲେ ହୋଇପାରନ୍ତି ଠକାମୀର ଶିକାର...

ଆପଣଙ୍କ ମୋବାଇଲରେ ହ୍ବାଟସଆପକୁ ବିବାହ ନିମନ୍ତ୍ରଣ ଆସୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନାଁ ଅନଲାଇନ ଇନଭିଟେସନ୍ ନାଁରେ APK ବା ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ ଫାଇଲ ପଠାଉଛନ୍ତି ସାଇବର ଲୁଟେରା ।

Tensions Rise In BJD Balasore
Odisha BJD Leader Misbehaved: ବାଲେଶ୍ବର ବିଜେଡିରେ ସଂଘାତିକ ସ୍ଥିତି; ନିଜ ଦଳର ମହିଳା କାଉନସିଲରଙ୍କୁ BJD ନେତାଙ୍କ ଦୁର୍ବ୍ୟବହାର

ନିଜ ଦଳର ମହିଳା କାଉନସିଲରଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି ଖୋଦ୍ ବିଜେଡି କାଉନସିଲର। ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି । 

  • Wednesday, 13 November 2024
  • BJD
Woman strangled to death
Woman Strangled To Death: କିସ୍ ବଦଳରେ ଚାପୁଡ଼ା ମାରିଲେ ମହିଳା; ତଣ୍ଟି ଚିପି ମାରିଦେଲେ ସହକର୍ମୀ

ଏକାଠି ଗୋଟିଏ ଅଫିସରେ କାମ କରୁଥିଲେ। ସହକର୍ମୀଙ୍କୁ କିସ୍‌ କରିବାକୁ ମନା କରିବାରୁ ମହିଳାଙ୍କୁ ତଣ୍ଟି ଚିପି ମାରିଦେଲେ। ଏଭଳି ହତ୍ୟାକାଣ୍ଡ ଘଟିଛି ବ୍ରାଜିଲ୍‌ରେ।

  • Wednesday, 13 November 2024
  • Murder
ଫ୍ଲାଟ୍‌ରେ ଚାଲିଥିଲା ଗଞ୍ଜେଇ ଚାଷ
Ganja Seized In Noida: ଫ୍ଲାଟରେ ଚାଲିଥିଲା ଗଞ୍ଜେଇ ଚାଷ, ଡାର୍କ ୱେବ୍ ମାଧ୍ୟମରେ କରୁଥିଲେ ସପ୍ଲାଏ...

ରାହୁଲ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଅତ୍ୟାଧୁନିକ ଚାଷ ସେଟ୍‌ଅପ୍‌ ସହ ଆପାର୍ଟମେଣ୍ଟର ଦଶମ ମହଲାରେ ଥିବା ତାଙ୍କ ଫ୍ଲାଟ୍‌ରେ ବିଭିନ୍ନ ପ୍ରକାରର ଗଞ୍ଜେଇ ଚାଷ କରୁଥିଲେ ।

Online Gambling
Online Gambling: ବାହାଘର ଥିଲା ୫ଦିନ, ଜୀବନ ନେଇଗଲା ଟ୍ରେଡିଂ ଆପ୍; ମୃତ୍ୟୁ ପୂର୍ବରୁ କୋହଭରା ମେସେଜ୍ ଛାଡ଼ିଲେ ଯୁବକ

ରାତାରାତି କୋଟିପତି ବନିଯିବାର ନିଶା ଉଜାଡ଼ିଦେଲା କି ସବୁକିଛି? ଅନଲାଇନ୍ ଜୁଆ ତଥା ଘାତକ କଲର୍ ଟ୍ରେଡିଂ ଆପ୍, ଜୀବନ ନେଇଗଲା କି ରୋଜଗାରିଆ ପୁଅର?

ମହାନଦୀରୁ ମିଳିଲା ଛାତ୍ରଙ୍କ ମୃତଦେହ
Minor Boy Body Found In Mahnadi: କାଲିଠୁ ଥିଲେ ନିଖୋଜ, ଆଜି ମହାନଦୀରୁ ମିଳିଲା ଷଷ୍ଠ ଶ୍ରେଣୀ ଛାତ୍ରର ମୃତଦେହ

ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ।

ଗିରଫ ହେଲେ ଶାହରୁଖ୍‌ଙ୍କୁ ଧମକ ଦେଇଥିବା ବ୍ୟକ୍ତି
Shah Rukh Khan Death Threat Case: ଶାହରୁଖ୍‌ଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତକୁ ବାନ୍ଧିଲା ମୁମ୍ବାଇ ପୋଲିସ୍‌

ମଙ୍ଗଳବାର ସକାଳେ ମୁମ୍ବାଇ ପୋଲିସ ଛତିଶଗଡ଼ର ରାୟପୁରରୁ ଫୈଜାନ ଖାନଙ୍କୁ ଗିରଫ କରିଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଧମକ ଦେବା ଘଟଣାରେ ଫୈଜାନଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ରାୟପୁରରେ ପହଞ୍ଚିଥିଲା ।