/odishatv-khabar/media/media_files/2025/12/28/silver-price-increases-2025-12-28-14-28-23.jpg)
Silver Price Increases Photograph: (OTV)
ବୋଲ ମାନୁନି ରୁପା। ପ୍ରତିଦିନ ବଢ଼ୁଛି ହଜାର ହଜାର ଟଙ୍କା। ରୁପା କିଲୋ ପ୍ରତି ଦର ୨ ଲକ୍ଷ ୭୪ ହଜାର ଛୁଇଁଛି। ଗଲା ସପ୍ତାହ ଭିତରେ ଦର ବଢ଼ିଛି ୪୮ ହଜାର ଟଙ୍କା। ଗତକାଲି ଦିନକରେ ୨୦ ହଜାର ଟଙ୍କା ମହଙ୍ଗା ହୋଇଛି। ଯାହା ୪୬ ବର୍ଷର ରେକର୍ଡ ଭାଙ୍ଗିଛି।ବର୍ଷକରେ ତିନି ଗୁଣା ବଢ଼ିଲାଣି ରୁପା। ଦୁଇ ଗୁଣାରୁ ଅଧିକ ସ୍ପିଡରେ ବଢ଼ି ୩ ଲକ୍ଷ ମୁହାଁ ହେଲାଣି ଦର।
ସେହିପରି ଗତ ବର୍ଷେ ଭିତରେ ତିନି ଗୁଣାରୁ ଅଧିକ ମହଙ୍ଗା ହୋଇଛି ଚାନ୍ଦିର ଦାମ୍। ଗତବର୍ଷ ଠିକ୍ ଏହି ସମୟରେ ରୁପା କିଲୋ ୮୧ ହଜାର ୪୧୨ ଟଙ୍କା ଥିଲା। ଆଜି ଯାହା ୨ ଲକ୍ଷ ୭୪ ହଜାର ହୋଇଛି। ଅର୍ଥାତ ବର୍ଷକ ଭିତରେ ବଢ଼ିଛି ଲକ୍ଷେ ୯୨ ହଜାର ଟଙ୍କା।
• ବୋଲ ମାନୁନି ରୁପା
• ପ୍ରତିଦିନ ବଢ଼ୁଛି ହଜାର ହଜାର ଟଙ୍କା
• ରୁପା କିଲୋ ୨ ଲକ୍ଷ ୭୪ ହଜାର ଛୁଇଁଛି
• ସପ୍ତାହରେ ଦର ବଢ଼ିଛି ୪୮ ହଜାର ଟଙ୍କା
• ଦିନକରେ ୨୦ ହଜାର ଟଙ୍କା ମହଙ୍ଗା
• ୪୬ ବର୍ଷର ରେକର୍ଡ ଭାଙ୍ଗିଛି ରୁପା
• ବର୍ଷକରେ ତିନି ଗୁଣା ବଢ଼ିଲାଣି ରୁପା
• ୩ ଲକ୍ଷ ମୁହାଁ ହେଲାଣି ଦର
• ଗତ ବର୍ଷେ ଭିତରେ ତିନି ଗୁଣାରୁ ଅଧିକ ମହଙ୍ଗା
• ଗତବର୍ଷ ଥିଲା ରୁପା କିଲୋ ୮୧ ହଜାର ୪୧୨ ଟଙ୍କା
• ବର୍ଷକ ଭିତରେ ବଢ଼ିଛି ଲକ୍ଷେ ୯୨ ହଜାର ଟଙ୍କା
Bangladesh Violence: ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ପରେ ପୁଣି ବଡ଼ ହିଂସା; ଦୁର୍ବୃତ୍ତଙ୍କ ଆତଙ୍କ ରାଜ, ଇଟା ପଥର ମାଡ଼

Pakistan Faces Massive Brain Drain: ପାକିସ୍ତାନରେ ବ୍ରେନ୍ ଡ୍ରେନ୍ ସଙ୍କଟ; ଦେଶ ଛାଡୁଛନ୍ତି ଡାକ୍ତର, ଇଞ୍ଜିନିୟର

No Phones, Shorts For Children: ହାଫ ପ୍ୟାଣ୍ଟ ପିନ୍ଧିପାରିବେନି କି ମୋବାଇଲ ଧରିବେନି, ବିବାହ ଉପରେ କଟକଣା

Home Guard Exam: ପଦବୀ ୧୦୨, ଆଶାୟୀ ୪ ହଜାରରୁ ଅଧିକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)