Advertisment

Gold And Silver Rate Update: ଗ୍ରାହକଙ୍କ ପାଇଁ ଖୁସି ଖବର; କମିଲା ସୁନା, ରୁପା ଦର

କମିଲା ସୁନା ଓ ରୁପା ଦର। ଅହେତୁକ ଦରବୃଦ୍ଧି ପରେ କମିଲା ସୁନା ଓ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୮ ହଜାର ୨୩୦ କମିଲା। ରୁପା ଦର କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଲା।

author-image
Chinmayee Sahoo
Gold And Silver Rate Update

Gold And Silver Rate Update Photograph: (OTV)

କମିଲା ସୁନା ଓ ରୁପା ଦର। ଅହେତୁକ ଦରବୃଦ୍ଧି ପରେ କମିଲା ସୁନା ଓ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୮ ହଜାର ୨୩୦ କମିଲା। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ସୁନା ଦର ୭ ହଜାର ୫୫୦ କମିଛି। 

Advertisment

ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୫୬ ହଜାର ୪୦୦ ଟଙ୍କା ହୋଇଛି। ଗତକାଲି ଦିନକରେ ୧୧ ହଜାର ୭୭୦ ଟଙ୍କା ବଢ଼ିଥିଲା ସୁନା ଦର। ସେହିଭଳି ରୁପା ଦର କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଲା। ରୁପା ଦର କେଜି ପିଛା ରହିଛି ୪ ଲକ୍ଷ ୧୫ ହଜାର ଟଙ୍କା।

Silver Prices Fall Gold Price Drops Gold And Silver Prices Update
Advertisment
Related Articles
Advertisment