Advertisment

Serial Theft at Four Temples: ୪ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସୁନା, ରୁପା ଅଳଙ୍କାର ସହ ଦାନବାକ୍ସ ଲୁଟି ନେଲେ

୪ ମନ୍ଦିରରେ ଏକାସାଙ୍ଗରେ କଳା କନା ବୁଲାଇଲେ ଚୋର। କେନ୍ଦୁଝର ଘଷିପୁରା ଥାନା ବେଲବାହାଳି ଗାଁରେ ଘଟିଛି ଏଭଳି ଘଟଣା। ଘଟଣାସ୍ଥଳରେ ପୋଲିସ୍ ଟିମ୍ ତଦନ୍ତ କରିଛି।

author-image
Chinmayee Sahoo
Serial Theft at Four Temples

Serial Theft at Four Temples Photograph: (OTV)

୪ ମନ୍ଦିରରେ ଏକାସାଙ୍ଗରେ କଳା କନା ବୁଲାଇଲେ ଚୋର। କେନ୍ଦୁଝର ଘଷିପୁରା ଥାନା ବେଲବାହାଳି ଗାଁରେ ଘଟିଛି ଏଭଳି ଘଟଣା। ସ୍ଥାନୀୟ ଜଗନ୍ନାଥ ମନ୍ଦିର ସହ ପରିସରରେ ଥିବା ପାର୍ଶ୍ବଦେବୀ ବିମଳା, ଲକ୍ଷ୍ମୀ ଓ ରାମ ମନ୍ଦିରରୁ ସିରିଜ୍ ଚୋରୀ। ସୁନା ରୁପା ଅଳଙ୍କାର ସହ ଦାନବାକ୍ସ ଚୋରୀ ହୋଇଛି। ଘଟଣାସ୍ଥଳରେ ପୋଲିସ୍ ଟିମ୍ ତଦନ୍ତ କରିଛି। 

Advertisment

ଦୃର୍ବୁତ୍ତ ମାନେ ତାଲା ଭାଙ୍ଗି ଠାକୁରଙ୍କ ଅଳଙ୍କାର ଲୁଟି ନେବା ସହ ହୁଣ୍ଡି ବାକ୍ସକୁ ନେଇ କିଛି ଦୂରରେ ଥିବା ବିଲ ଭିତରେ ଲୁଚାଇ ରଖିଛନ୍ତି। ପରେ ଆସି ହୁଣ୍ଡି ନେବାକୁ ସେମାନେ ଏମିତି କରିଥିବା ଚର୍ଚ୍ଚା ହେଉଛି। ଘଷିପୁରା ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Keonjhar Temple Loot
Advertisment
Related Articles
Advertisment