କିଏ କଲା ଦୋଷ, ଶାସ୍ତି ପାଇଲେ ଭକ୍ତ ?
ଶରଧାବାଲିରେ ଶ୍ରୀଜୀଉଙ୍କ ରଥ ଆଗରେ ଇଏ ଦଳାଚକାଟା ପରର ସ୍ଥିତି। ଚାରିଆଡେ କାଉଳିବାଉଳି, ରଡି ଚିତ୍କାର। କାନ୍ଦ ବୋବାଳିରେ ଫାଟି ପଡୁଛି ବଡ଼ଦାଣ୍ଡ। ଆତ୍ମୀୟଙ୍କୁ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ। କିଏ ଭାଇଙ୍କୁ ଭିଡ଼ ଭିତରେ ଖୋଜୁଛି ତ ଆଉ କିଏ ତଳେ ପଡିଯାଇଥିବା ମା’ଙ୍କୁ ଟାଣି ଆଣିବାକୁ ଚେଷ୍ଟା କରୁଛି। କିଏ ଚେତା ହରାଇଛି ତ ଆଉ କାହାର ଜୀବନ ଚାଲିଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)