ଏଇନେ ତ ଆମ୍ୱ କି ବରକୋଳି ସିଜିନ୍ ନୁହଁ । ଇଏ କୋଉ ଗଛକୁ ଟେକା ମାରୁଛନ୍ତି କି?
Published By: Prangyan Parimita
Last updated: 22 December 2023, 08:22 AM IST
କୁନି ବୟସରେ ସେ ବାପା ମାଆଙ୍କ ସହ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟି। ସେଠି ଇଲେକ୍ଟ୍ରି ସକ୍ ଖାଇ ତା ହାତଗୋଡ଼ ହରାଇଲା। କିନ୍ତୁ ଜଣେ ଜିଲ୍ଲା କଲେକ୍ଟର ତା ଜୀବନ ବଦଳାଇ ଦେଲେ। ଝିଆଟି ଆଜି ଜାତୀୟ ରେକର୍ଡ ସୃଷ୍ଟି କରିଛି।