• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୧୦ମୀ ଦିବା ୦୮.୧୬ ଗତେ ୧୧ଶୀ । ଘାତଚନ୍ଦ୍ର- ମେଷ ରାଶିର । ଅହୋରାତ୍ର ,ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୬.୨୦ ରୁ ୦୭.୦୪

ପ୍ରାତଃ- ୦୭.୪୭ ରୁ ୦୯.୦୨

ଦିବା- ୧୨.୦୬ ରୁ ୦୨.୫୯

ଦିବା- ୦୩.୪୨ ରୁ ୦୫.୦୯

ସନ୍ଧ୍ୟା- ୦୬.୦୧ ରୁ ୦୮.୨୭

ରାତ୍ରି- ୧୨.୧୧ ରୁ ୦୧.୫୭

ରାତ୍ରି- ୦୨.୫୦ ରୁ ୦୪.୩୫

ଅଶୁଭ ସମୟ

ରାହୁକାଳ - ଦିବା ୧୦.୨୩ ରୁ ୧୧.୪୪

କାଳବେଳା- ଦିବା ୧୦.୨୩ ରୁ ୧୧.୪୪

ବାରବେଳା- ଦିବା ୦୯.୦୨ ରୁ ୧୦.୨୩

କାଳରାତ୍ରି- ରାତ୍ରି ୦୮.୨୭ ରୁ ୧୦.୦୬