• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ରାତ୍ରି ୧୦.୦୯ ଗତେ ମେଷ । ତିଥି- ୯ମୀ ଦିବା ୦୯.୩୭ ଗତେ ୧୦ମୀ । ଘାତଚନ୍ଦ୍ର- ଧନୁ ରାଶିର , ରାତ୍ରି ୧୦.୦୯ ଗତେ ମେଷ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୬.୨୦ ରୁ ୦୭.୪୬

ସନ୍ଧ୍ୟା- ୦୬.୦୧ ରୁ ୦୯.୩୨

ରାତ୍ରି- ୦୧.୨୩ ରୁ ୦୩.୪୨

ନିଶାନ୍ତ- ୦୪.୩୫ ରୁ ୦୬.୨୦

ଅଶୁଭ ସମୟ

ରାହୁକାଳ - ଦିବା ୦୧.୦୫ ରୁ ୦୨.୨୬

କାଳବେଳା- ଦିବା ୦୨.୨୬ ରୁ ୦୩.୪୭

ବାରବେଳା- ଦିବା ୦୩.୪୭ ରୁ ୦୫.୦୮

କାଳରାତ୍ରି- ରାତ୍ରି ୧୧.୪୪ ରୁ ୦୧.୨୩