ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି...ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀ...ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ SRCଙ୍କ ନିର୍ଦ୍ଦେଶ..
ପାକିସ୍ତାନରେ ଧସୁଛି ଭାରତ ବିରୋଧୀ ଆତଙ୍କୀଙ୍କ ଗଡ଼ ! ଗଡୁଛି ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଣ୍ଡର ମୁଣ୍ଡ ...କିଏ ନେଉଛି ଜୀବନ, କାହା ନିର୍ଦ୍ଦେଶରେ ହେଉଛି ହତ୍ୟା?
ତେଲେଙ୍ଗାନାରେ ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ସଂସ୍ଥାକୁ ନିର୍ଣ୍ଣୟ ନେବା ଲାଗି କଂଗ୍ରେସ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥିବା କୁହାଯାଉଛି। ଫଳରେ କାନୁଗୋଲୁଙ୍କ ଟିମ୍ କରିଥିବା ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା।
ପାକିସ୍ତାନର ସୀମା ହାଇଦରଙ୍କ ପରେ ଏବେ ଆଉ ଜଣେ ପାକିସ୍ତାନୀ ମହିଳା ନିଜ ମନର ସାଥୀଙ୍କୁ ଖୋଜି ଖୋଜି ଆସି ଭାରତରେ ପହଞ୍ଚିଛନ୍ତି।..
ବଲାଙ୍ଗିରରେ ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ...ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ ଅଫିସରେ ରେଡ୍...ଆଲମିରା ଭିତରେ ଥାକମାରି ରଖାଯାଇଥିଲା ୨୦୦ କୋଟି... ମଦ ପ୍ରସ୍ତୁତକାରୀ କଂପାନୀ ଉପରେ ବଡ଼ ଧରଣର ରେଡ୍ ...
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ
ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗାଁ । ଦିନେ ଭାରତ ତଥା ଭାରତ ବାହାରେ ଟସର ଶିଳ୍ପରେ ବେଶ ନାଁ କରିଥିଲା । ବର୍ତ୍ତମାନ ଏହା ବନ୍ଦ ହେବାକୁ ବସିଛି । ଦେଖନ୍ତୁ ବିଞ୍ଜୁଆରୁ ଏହି ସ୍ୱତନ୍ତ୍ର ରିପୋର୍ଟ ।..
ରାତି ସାରା ଚାଲିଛି ପାଟ୍ରୋଲିଂ.. ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଘୁରୁ ବୁଲୁଛନ୍ତି ବନ କର୍ମଚାରୀ.. ବିଦେଶୀ ଅତିଥିଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ..
ଆଦିତ୍ୟ କୁମାର ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇଥିଲେ। ପରେ ପରେ ଏହି ଆକାଉଣ୍ଟ ଜରିଆରେ ସେ ତାଙ୍କ କାରନାମା ଆରମ୍ଭ କରିଥିଲେ।
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି- ୯ମୀ ରାତ୍ରି ୦୩.୦୪ ଗତେ ୧୦ମୀ
ଗଭୀର ଅବପାତର ରୂପ ନେଲା ବାତ୍ୟା ମିଗଜୋମ୍ ....ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ...ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ...
ପାପା କୀ ପରି ବୋଲି କହି ଝିଅଙ୍କୁ କଟାକ୍ଷ କରାଯାଇଥିବା ଅନେକ ମିମ୍ ଆପଣ ସୋସାଲ ମିଡିଆରେ ଦେଖିଥିବେ.. ହେଲେ ଏ ହେଉଛନ୍ତି ଜଣେ ସତସତିକା ପାପା କି ପରିଙ୍କୁ.. ହାତରେ ବ୍ୟାଟ୍.. ଆଉ ଲକ୍ଷ୍ୟ ଟିମ୍ ଇଣ୍ଡିଆ… ନ୍ୟାସନାଲ୍ ଖେଳିବାର ସ୍ୱପ୍ନ ହେଲେ ରାସ୍ତା କଡ଼ରେ ଚାଲିଛି...
ପୁଅକୁ କୁଣ୍ଢେଇ ଭୋ ଭୋ କାନ୍ଦୁଛି ମାଆ.. ସାହି ପଡ଼ିଶା ସମ୍ପର୍କୀୟ ମହିଳା ବି କାନ୍ଦୁଛନ୍ତି.. ଏପଟେ ପୁଅ ବି କାନ୍ଦୁଛି.. ହେଲେ ଏ କାନ୍ଦବୋବାଳି ଦୁଃଖ ଅବସାଦର ନୁହଁ ବରଂ ଖୁସିର.. ହରେଇବାର ଭୟରୁ ବାହାରି ଆସିବା ପରେ, ପୁଣି ଫେରିପାଇବାର ଖୁସିରେ ଏ କାନ୍ଦବୋବାଳି..
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୮ମୀ ରାତ୍ରି ୧୨.୩୭ ଗତେ ୯ମୀ ।
ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
ଗତ ବର୍ଷ ଅପେକ୍ଷା ୨୪ ପ୍ରତିଶତ ବଢ଼ିଛି ସାଇବର ଅପରାଧ ... ଇକୋନୋମିକ ଅଫେନ୍ସ ମଧ୍ୟ ଉଦବେଗଜନକ ...
ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି।
ଚେନ୍ନାଇ ଏୟାରପୋର୍ଟରେ ପଶିଲା ପାଣି...ଘର ଭିତରେ ଆଣ୍ଠୁଏ ପାଣି ...ଜଳସ୍ରୋତରେ ଭାସିଲା କାର..
ନେଲୋର ଓ ମଛଲିପଟ୍ଟନମ୍ ମଝିରେ ଲାଣ୍ଡଫଲ୍ କରିବ ବାତ୍ୟା...ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୦ କିମି ରହିପାରେ...
କିଏ ହେବ ରାଜ୍ୟର ଆଗାମୀ ମୁଖିଆ ...କାହାକୁ ସିଏମ୍ ଚୌକିରେ ବସାଇବ ବିଜେପି ?