• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

snowfall
ବିବାହରେ କଣ୍ଟା ସାଜିଲା ତୁଷାରପାତ ! ଜେସିବିରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲା ବର

ଜେସିବିରେ ଗଲା ବରଯାତ୍ରୀ । ବିବାହ ପରେ କନ୍ୟାକୁ ମଧ୍ୟ ଜେସିବିରେ ଆଣିଲେ ବର ।

IAS cadre rule change
ଆଇଏଏସ୍ କ୍ୟାଡର୍ ରୁଲରେ ପରିବର୍ତ୍ତନ, ପ୍ରସ୍ତାବକୁ ନେଇ ରାଜନୈତିକ ଝଡ଼

ଜାନୁଆରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ତେବେ କେନ୍ଦ୍ରର ପ୍ରସ୍ତାବକୁ ଅଧିକାଂଶ ଅଣବିଜେପି ଶାସିତ ରାଜ୍ୟ ଜୋରଦାର ବିରୋଧ କରୁଥିବାରୁ ପୁଣି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ।

Supreme Court
ମାଗଣା ଘୋଷଣାକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, କେନ୍ଦ୍ର ଓ ECIକୁ ନୋଟିସ୍‌ ଜାରି

ନେତାଙ୍କ ମାଗଣା ପ୍ରତିଶ୍ରୁତି ଏକ ଗମ୍ଭୀର ପ୍ରସଙ୍ଗ । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ ।

bollywood
ଶାହରୁଖ, ଆମୀରଙ୍କ ଠାରୁ ଶିଲ୍ପା ସେଟ୍ଟୀ ଓ ପ୍ରୀତି ଜିଣ୍ଟା, ସରୋଗେସି ଆପଣାଇଛନ୍ତି ବହୁ ବଲିଉଡ୍ ସେଲିବ୍ରିଟି

ପ୍ରୀତି ଜିଣ୍ଟା, ଶିଲ୍ପା ସେଟ୍ଟୀ, ଏକତା କପୁରଙ୍କଠୁ ନେଇ ଏକତା କପୁରଙ୍କ ଯାଏଁ, ଶାହରୁଖ ଖାନ୍, ଅମିର ଖାନଙ୍କ ଠାରୁ ଆରମ୍ଭ କରି କରଣ ଜୋହର୍ ଓ ତୁଷାର କପୁରଙ୍କ ଯାଏଁ,ଏମାନେ ସରୋଗେସି ଜରିଆରେ ବାପା ମାଆ ବନିଛନ୍ତି

police medal
ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ

ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି ।

Surrogacy
ସରୋଗେସି କ’ଣ ? କାହିଁକି ଏହାକୁ ନେଇ ବିବାଦ?

କୌଣସି ଦଂପତି ନିଜର ସନ୍ତାନ ପ୍ରାପ୍ତି ପାଇଁ ଅନ୍ୟ ମହିଳାଙ୍କ ଗର୍ଭକୁ ଭଡ଼ାରେ ନିଅନ୍ତି, ତେବେ ତାହାକୁ ସରୋଗେସି କୁହାଯାଏ ।

unique marriage
ବର ସାଙ୍ଗେ ଓସ୍ତର ବାହାଘର, ସମୁଦି ହେଲେ ଦୁଇ ସାଙ୍ଗ

ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା। ବନକନ୍ୟା ସାଜିଛନ୍ତି ବର ଗଛ ଓ ଓସ୍ତ ଗଛ

Joe Biden
ଦରଦାମ୍ ବୃଦ୍ଧି ସମ୍ପର୍କରେ ପଚାରିବାରୁ ରାଗିଗଲେ ଆମେରିକା ରାଷ୍ଟ୍ରପତି ! ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳି କଲେ ବାଇଡେନ୍

ଦରଦାମ ବୃଦ୍ଧି ସମ୍ପର୍କରେ ଉତ୍ତର ଦେବାକୁ ନାରାଜ ଆମେରିକା ରାଷ୍ଟ୍ରପତି । ପ୍ରଶ୍ନ କରିବାରୁ ରାଗିଗଲେ ଓ ସାମ୍ବାଦିକଙ୍କୁ ଗାଳି କଲେ ।

Viral News
ସାଇକେଲରେ ସଚେତନତା ବାର୍ତ୍ତା ! ୩୮ ଦିନରେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା କଲେ ୧୦ ବର୍ଷିୟ କୁନି ଝିଅ

ଯାନବାହାନ ପ୍ରଦୂଷଣର କ୍ଷତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କାଶ୍ମୀରରୁ କନ୍ୟାକୁମାରୀ ସାଇକେଲ ଚଳାଇଲେ ୧୦ ବର୍ଷର କୁନି ଝିଅ ।

politics
ନିର୍ବାଚନୀ ମୈଦାନରେ ଆଦିବାସୀ ସପ୍ଟୱେର ଇଞ୍ଜିନିୟରିଂ ଛାତ୍ରୀ

ସମିତି ସଭ୍ୟ ପ୍ରାର୍ଥୀ ହେଲେ ସପ୍ଟୱେର ଇଂଜିନିୟର ଛାତ୍ରୀ । ନିଜ ପଞ୍ଚାୟତର ସମସ୍ୟାକୁ ଆୟୁଧ କରି ନିର୍ବାଚନୀ ବୈତରଣୀ ଜିତିବାକୁ ପ୍ରୟାସ ।

nabarangpur
ନବରଙ୍ଗପୁର ଝିଅକୁ ମିଳିଲା ରାଷ୍ଟ୍ରୀୟ ବାଲ୍ ପୁରସ୍କାର ! କ୍ଷୁଦ୍ର ଗ୍ରହ ସନ୍ଧାନରେ ସଫଳ ହୋଇଥିଲେ ବନିତା

ନବରଙ୍ଗପୁରର ୧୫ ବର୍ଷର ଛାତ୍ରୀ କୁମାରୀ ବନିତା ଦାସଙ୍କୁ ଏହି ପୁରସ୍କାର ମିଳିବ । ଗୋଟିଏ କ୍ଷୁଦ୍ର ଗ୍ରହର ସନ୍ଧାନ କରିଥିବାରୁ ବନିତାଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମହାକାଶ ଗବେଷଣାରେ ସେ ଏହି ସଫଳତା ହାସଲ କରିଛନ୍ତି ।

smart phone
ବିନା ଅନୁମତିରେ ଫୋନ୍ କିଣିଲେ ମହିଳା, ସ୍ତ୍ରୀକୁ ମାରିବାକୁ ସୁପାରୀ ଦେଇଦେଲା ସ୍ୱାମୀ

ସ୍ମାର୍ଟଫୋନ୍ ପାଇଁ ଜୀବନ ଯାଉ ଯାଉ ବଞ୍ଚିଗଲା । ସ୍ୱାମୀର ଖୁନୀ ଷଡ଼ଯନ୍ତ୍ରରୁ ରକ୍ଷା ପାଇଗଲେ ସ୍ତ୍ରୀ ।

jaga
ପାର୍କରେ ବୁଲୁଛି, ସାଙ୍ଗସାଥୀଙ୍କ ସହ ମସ୍ତି କରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା

ସାଧାରଣ ଜୀବନ ବିତାଇବ ଜଗା । ଏଥିପାଇଁ ଘର ଲୋକ ଜଗାକୁ ବେଳେବେଳେ ମେଡିକାଲ ବାହାର ଦୁନିଆ ଦେଖାଇବାକୁ ପ୍ରୟାସ କରୁଛନ୍ତି ।

farmer problem
ଚାଷୀଙ୍କ ପାଇଁ କାଳ ସାଜିଛି ରେଳଧାରଣା ! ଜମିକୁ ରାସ୍ତା ଟିଏ ନଦେଲେ ଆତ୍ମହତ୍ୟା କରିବାକୁ ଧମକ

ହାଟୁଆରି ଗ୍ରାମବାସୀଙ୍କ ମୁଖ୍ୟ ବେଉସା ଚାଷ l ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ପନିପରିବା ଚାଷ କରି ବଜାରକୁ ଯୋଗାଉଥିଲେ l କିନ୍ତୁ ଏବେ ଚାଷୀମାନଙ୍କ ପାଇଁ କାଳ ସାଜିଛି ହାଟୁଆରି ଠାରେ ନିର୍ମାଣ ହେଉଥିବା ରଙ୍ଗମାଟିଆ ରେଲୱେ ଷ୍ଟେସନ l ଚଳିତ ବର୍ଷ...

Russia-Ukraine tensions
ଯୁଦ୍ଧମୁହାଁ ୟୁକ୍ରେନ୍‌ ଓ ଋଷ୍‌ ! ତିନୋଟି ପ୍ରମୁଖ କାରଣ ଉପରେ ନଜର ପକାନ୍ତୁ . . .

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ପ୍ରଥମ ପ୍ରକୃତ କାରଣ ହେଉଛି କ୍ରିମିଆ ପ୍ରାୟଦ୍ୱୀପ, ଯାହା ପୂର୍ବରୁ ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ ୟୁକ୍ରେନରୁ କ୍ରିମିଆ ପ୍ରାୟଦ୍ୱୀପକୁ ଅଲଗା କରିଦେଇଥିଲେ ଋଷ୍ ।

Rice Millers
ରାତି ଅଧିଆ ଚାଷୀଙ୍କ ଉପରେ ଚାଲିଛି ଜୁଲମ୍‌ ! ପୁଣି ଥରେ ବଲାଙ୍ଗିର ଜିଲ୍ଲାରେ ମିଲର୍ସଙ୍କ ଦାଦାଗିରି ଅଭିଯୋଗ

ଶୀତୁଆ ରାତିରେ ମିଲର୍ସଙ୍କ ଦାଦାଗିରି । ମାଘମାସର ହାଡଭଙ୍ଗା ଶୀତରେ ଶୂନଶାନ ରାତିରେ ଚାଷୀଙ୍କ ଠାରୁ ସିଧାସଲଖ ମିଲ ଭିତରକୁ ଧାନ ଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ଟ୍ରାକ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ଦିନବେଳା ମଣ୍ଡି ଚାଲିଥିବା ବେଲେ ରାତିରେ ଚୋରି...

youth
‘ଏଲି ମୋତେ ଭୁଲ୍ ବୁଝିବ ନାହିଁ’ : ରୋଗ ହୋଇଥିବାରୁ ପରିବାର ଉଦ୍ଦେଶ୍ୟରେ କୋହଭରା ଚିଠି ଲେଖି ଘର ଛାଡ଼ିଲେ ଯୁବକ

ରୋଗ ପାଇଁ ଘର ଛାଡ଼ି ଚାଲି ଯାଇଛନ୍ତି ଯୁବକ । ରୋଗ ହୋଇ ଯାଇଥିବାରୁ ସେ ଘର ଛାଡ଼ି ଯାଉଥିବା ଏକ ଚିଠି ଛାଡ଼ି ଯାଇଛନ୍ତି ।

IND vs SA
ପୁଣି ବିବାଦରେ ଫସିଲେ ବିରାଟ କୋହଲି ! ଜାତୀୟ ସଙ୍ଗୀତ ଗାନ ସମୟରେ ଚୁଇଁଙ୍ଗମ୍ ଚୋବାଉଥିବାର ଭିଡିଓ ଭାଇରାଲ୍

ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କେପଟାଉନରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଜାତୀୟ ସଂଗୀତ ଗାନ କରାଯାଉଥିଲା । ତେବେ ସେହି ସମୟରେ ବିରାଟ କୋହଲି ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲା ।

Mayurbhanj
ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା : କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ

ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରାଯିବ । ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ସରକାରୀ କର୍ମଚାରୀ ।

corona vaccine
ମୃତ୍ୟୁର ୯ ମାସ ପରେ ଲାଗିଲା ଭ୍ୟାକ୍ସିନ୍‌ର ଦ୍ୱିତୀୟ ଡୋଜ୍ ! ମେସେଜ୍ ଦେଖି ପରିବାର ଲୋକ ଅଶ୍ଚର୍ଯ୍ୟାନ୍ୱିତ

ମୃତକଙ୍କୁ ଲଗାଇଦେଲେ କରୋନା ଟିକା । ୧୦୦ ପ୍ରତିଶତ କରୋନା ଟିକାକରଣ ଦେଖାଇବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କାରନାମା ପଦାରେ ପଡ଼ିଲା ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।