ସ୍ତ୍ରୀକୁ ହତ୍ୟା କରିବା ପରେ ବି ମନ ଶାନ୍ତି ହେଲାନି . . . ମୃତଦେହକୁ ବାରମ୍ବାର ଛୁରୀ ଭୁସିବାରେ ଲାଗିଲା ଅଭିଯୁକ୍ତ, ଭୟରେ ଚିତ୍କାର କରୁଥାଆନ୍ତି ଯାତ୍ରୀ . . .
ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାର ଅଦ୍ଭୁତ ଭିଡିଓ ଭାଇରାଲ ହୁଏ । ଯେଉଁଥିରେ କେତେବେଳେ କିଏ ନାଚନ୍ତି, କେତେବେଳେ ଗୀତ ଗାଇଥାନ୍ତି ତ ଆଉ କିଏ ଭିନ୍ନ କଳାକୌଶଳ ପ୍ରଦର୍ଶନ କରନ୍ତି । ହେଲେ ଏବେ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ସମ୍ପୂର୍ଣ୍ଣ ନୂଆ...
୨୦୨୨ରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଏହି ସବୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ।
ମହାମାରୀ ବିଶେଷଜ୍ଞଙ୍କ ଚେତାବନୀ । ପୁଣି ଲକ୍ଷ ଲକ୍ଷ ଲୋକ କରୋନାରେ ଜୀବନ ହରାଇ ପାରନ୍ତି ।
ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା
ବହି ଖାତା ଧରି ବସିଛନ୍ତି ପିଲା.. ପାଠ ପଢାଉଛନ୍ତି ଅଙ୍ଗନବାଡ଼ି ସହାୟିକା.. ୧୦ ବର୍ଷ ହେଲା ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା..
ବାହାଘରରେ ହେଇଗଲା ଡ୍ରାମାଭୋଲଟେଜ୍ ଡ୍ରାମା ..ବର ଦେଖୁଥାଏ.. ଯୁବକଙ୍କୁ କୁଣ୍ଢେଇ କାନ୍ଦିଲେ କନିଆ..
ଏଠି ଭୋକ ଲାଗିଲେ ଖାଇବା ଅଛି.. ଶୋଷ ଲାଗିଲେ ପାଣି ବି ଅଛି.. ଆଉ ବିଶ୍ରାମ ନେବାକୁ କୋରଡ଼ ଭଳି ସୁରକ୍ଷିତ ସ୍ଥାନ ବି ଅଛି.. ସୁବ୍ରତଙ୍କ ଘର ଏବେ ଘର ଚଟିଆଙ୍କ ଠିକଣା.
ଅପରେସନ ଜରିଆରେ ପେରୁ ଗୋଟିଏ ଗୁଳି ସିନା ବାହାର କରିଦେଲେ, ହେଲେ ଅଜାଣତରେ ରହିଯାଇଥିଲା ଆଉ ଏକ ବୁଲେଟ୍..
ଚୀନରେ ପୁଣି ହାହାକାର । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ ।
ଜିଲ୍ଲା ପ୍ରଶାସନ ଓ ହାଲ୍ ପକ୍ଷରୁ ମିଳିତ ପ୍ରୟାସ,ପୂର୍ବପୁରୁଷଙ୍କ ଆତ୍ମରକ୍ଷା କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ
ମୃତ ୩(terrorists ) ଆତଙ୍କବାଦୀ ଲସ୍କର ଏ ତୋଇବା ସଂଗଠନର ସୂଚନା । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଚାଲିଛି ସର୍ଚ୍ଚ ଅପରେସନ୍ ।
ବିହାରରେ ୨୦୧୬ ମସିହାରେ ଲାଗୁ ହୋଇଥିଲା ମଦ ବ୍ୟାନ୍ । ତେବେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା କେତେ, ସାରନ ମଦମୃତ୍ୟୁ ମାମଲାରୁ ସ୍ପଷ୍ଟ ହୋଇଛି
ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ନୀତିକୁ ପଦାକୁ ଆଣିଛି
ଦଳୀୟ ଭୋଟ୍ ବଜାୟ ରଖିବାକୁ ଉଦ୍ୟମ
ପ୍ରଶାସନର ସଲାସୁତୁରାରେ କୋଟି କୋଟି ଟଙ୍କା ରାଜସ୍ୱ ଲୁଟୁଛନ୍ତି ମାଫିଆ । ହେଲେ ପ୍ରତିବାଦ କଲେ ଗାଁ ଲୋକଙ୍କୁ ମିଳୁଛି ଧମକ ଚମକ
କଟକଣା କୋହଳ ପରେ ସଂକ୍ରମଣ ବଢୁଛି
ପ୍ରବେଶ ପଥରେ କର୍ମଚାରୀଙ୍କ ସଂଖ୍ୟା ବଢ଼ିବ