ପଶ୍ଚିମବଙ୍ଗ ସିଙ୍ଗୁର ପ୍ଲାଣ୍ଟ ବାବଦରେ ହୋଇଥିବା ନିବେଶ ପାଇଁ ମିଳିବ କ୍ଷତିପୂରଣ....ଟାଟା ମୋଟର୍ସକୁ ପ୍ରାୟ ୭୬୬ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ...ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ୩ ଜଣିଆ ଆର୍ବିଟ୍ରାଲ୍ ଟ୍ରିବ୍ୟୁନାଲ୍....
କେଉଁ କାରଣ ପାଇଁ ଏତେବଡ ଦୁର୍ଘଟଣା ଘଟିଲା ? ଘଟଣାସ୍ଥଳରେ ପହଞ୍ଚି ରେଲୱେ ସେଫଟି କମିଶନରଙ୍କ ତଦନ୍ତ ...ଟ୍ରାକରୁ ବଗି ଉଠିବା ପରେ ଯାଞ୍ଚ କରୁଛନ୍ତି ସେଫ୍ଟି କମିଶନର....
ଶପଥ ନେବେ ନବ ନିଯୁକ୍ତ ରାଜ୍ୟପାଳ ….ଦିନ ୧୧ଟା ୪୫ରେ ଶପଥ ଗହଣ ଉତ୍ସବ ....ଓଡିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ...
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୧୧.୫୩ ଗତେ ୨ ୟାଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର
ବସ୍ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଅଧାବାଟରେ ଟଳି ପଡ଼ିଛନ୍ତି ଚାଳକ। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ।
କିଛି ଲୋକଙ୍କୁ ସୁଧୁରି ଯିବ, କିଛି ଲୋକ ସୁଧୁରିବେନି। ତେବେ ଲୋକଙ୍କୁ କେମତି ସୁଧାରିବେ ? ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ।
ଏଇ ପଥର, ଖାଲି ଆଖିକୁ ଏଇ ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ । ସ୍ୱୟଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ପଥର ବ୍ୟବହାର କରି ସେତୁବନ୍ଧ ବାନ୍ଧିଥିଲେ ବୋଲି ବିଶ୍ୱାସ କରାଯାଏ । ଏହି ପଥର ଆସିବାରୁ ଆମ ଗାଁରେ ଏବେ ଆଧ୍ୟାତ୍ମିକ...
ଦିନକୁ ଦିନ ବଦଳୁଛି ସମୟ । ଏସବୁ ମଧ୍ୟରେ ଆଜି ବି ଚେରମୂଳି ପ୍ରତି ରହିଛି ଅଗାଢ଼ ବିଶ୍ୱାସ । ଯାହାର ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସର୍ବତି ଗ୍ରାମରେ ।
ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱର ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍ କରାଯାଇଛି ବୋଲି କିଛି ଚିଠି ପାଇନି: ମନୋଜ ମିଶ୍ର
କର୍କଟ ରୋଗରେ ପୀଡ଼ିତ ଥାଇ ୭୬ ବର୍ଷରେ ହୋଇଥିଲା ପରଲୋକ, ଦୀର୍ଘ ୬ ଦଶନ୍ଧି ଧରି ଓଲିଉଡ଼ରେ ଚାଲିଥିଲା ସ୍ବରୂପଙ୍କ କାଳଜୟୀ ଯାତ୍ରା...ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ...
ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ- ନରସିଂହ
ସାଲୁର ମଣ୍ଡଳମ୍ ହସ୍ପିଟାଲର ଡାକ୍ତର, ମେଡିକାଲ ଷ୍ଟାଫ୍ ଉପସ୍ଥିତ
ରାସ୍ତାଘାଟ ସାହି ବସ୍ତି ସବୁଠି ମାଳ ମାଳ ବୁଲା କୁକୁର। ଯାହାକୁ ଦେଖିଲେ ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ମାସ ଭିତରେ ପ୍ରାୟ ଅଢ଼େଇ ହଜାର ଲୋକେ କୁକୁର କାମୁଡ଼ାର ଶିକାର ହେଲେଣି। ...
ବର୍ଷକରେ ଦେଶର ଜନସଂଖ୍ୟା ୧ ଲକ୍ଷ ୭୯ ହଜାର ହ୍ରାସ.. କୁହାଯାଉଛି ପ୍ରଜନନକ୍ଷମ ମହିଳାଙ୍କ ଅଭାବ ଜନସଂଖ୍ୟା ଶିଶୁ ଜନ୍ମହାର ହ୍ରାସର ମୁଖ୍ୟ କାରଣ।
ଚନ୍ଦ୍ର ଓ ଚଉରାପୂଜା ପାଇଁ ପ୍ରସ୍ତୁତି....ସେପଟେ ଆଜି ଚନ୍ଦ୍ରଙ୍କୁ ଗ୍ରାସିବେ ରାହୁ...ରାତି ୧ଟା ୪୪ ମିନିଟରୁ ଲାଗିବ ଗ୍ରହଣ....ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼...
ରାତି ୧ଟା ୪୪ ମିନିଟରୁ ଲାଗିବ ଗ୍ରହଣ....ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି...
ମନମୋହୁଛି ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ସଜ୍ଜା....ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା.... ଉତ୍ସବ ମୁଖର ଗାଁଠୁ ସହର....
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୭ ତାରିଖ ଶୁକ୍ରବାର
ରାଜରାସ୍ତାରେ ସାଉଥ ସୁପରଷ୍ଟାର । ଚପଲ ଓ ସର୍ଟସ୍ ପିନ୍ଧି ବିକୁଛନ୍ତି ଚା’। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗୁଛି। ଟିକେ ଭଲ କରି ଦେଖନ୍ତୁ ଏହି ଭିଡିଓକୁ । ଏ ବ୍ୟକ୍ତି ଜଣକ ହେଉଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଡୁପ୍ଲିକେଟ୍ ।