ଜ୍ୱର, ଥଣ୍ଡା ହୋଇଥିଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ....ନିର୍ଦ୍ଦେଶନାମା ଜାରି କଲେ କର୍ଣ୍ଣାଟକ ସରକାର....
୬.୨ ତୀବ୍ରତାର ଭୂମିକମ୍ପରେ ଥରିଲା ଚୀନର ଗାଂନସୁ ପ୍ରୋଭିନ୍ସ.. ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ, ଭଗ୍ନାବଶେଷ ତଳେ ଫସିଛନ୍ତି ଶହ ଶହ ଲୋକେ.. ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା..
ଗତକାଲି ବିଳମ୍ବିତ ରାତିରେ ମଦନମୋହନ ମନ୍ଦିରରୁ ଦାନ ବାକ୍ସ ଚୋରାଇ ନେଲେ ଦୁର୍ବୃତ୍ତ….
ଗତ ୨ତାରିଖରେ ପାର୍କ ଉଦଘାଟନ କରିଛନ୍ତି ଉପବାଚସ୍ପତି, ହେଲେ ଯେଉଁଠି ବିଭିନ୍ନ ଫୁଲ ଗଛ ଲାଗିବା କଥା ସେ ସ୍ଥାନରେ ପଡ଼ିଛି ମଦ ବୋତଲ । ଯେଉଁ ଘାସ ଗାଲିଚାରେ ପିଲାମାନେ ଖେଳିବା କଥା ସେଠାରେ ଚରୁଛନ୍ତି ଛେଳି ।
ବଲାଙ୍ଗିରରେ ମାତିଛନ୍ତି ସୁନା ଠକେଇ ଗ୍ୟାଙ୍ଗ୍...ଘଟଣାର ପର୍ଦ୍ଦାଫାସ କଲା ସଦର ଥାନା ପୋଲିସ..୨ ଅଭିଯୁକ୍ତ ଗିରଫ, ୮୦ ହଜାର ଟଙ୍କା ଓ ବାଇକ୍ ଜବତ..
ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ଅଛି ବୁଖାରୀ... ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ..
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଘୋଷଣା କଲେ ଅଶୋକ
ବରେହିପାଣି, ଚହଲା, ଜରନ୍ଦା, ବାରହା କାମୁଡ଼ା ଆଦି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।
ବାପା ବ୍ୟୁରୋକ୍ରାଟ୍ ବୋଲି କ’ଣ ପୁଅ ଇନ୍ଦ୍ରଚନ୍ଦ୍ର ମାନିବନି....ପ୍ରେମିକାର ଜୀବନ ନେବାପାଇଁ ଉଦ୍ୟମ କଲାପରେ ମଧ୍ୟ ଖୋଲାରେ ବୁଲୁଛି ଅଭିଯୁକ୍ତ....
ନିଜେ ବାସନ ମାଜୁଛି....କୁନି ଭାଇ ଭଉଣୀଙ୍କୁ ହାତରେ ଖୁଆଇ ଦେଉଛି...ଡ୍ରେସ୍ ପିନ୍ଧାଇଦେଉଛି....ଛୋଟ ବୟସରେ ବି ତା ଦାୟିତ୍ୱବୋଧ ବେଶ ଗୁରୁତ୍ୱପୂର୍ଣ୍ଣ । ସେ ବୁଝିଛି ବାପାମାଆଙ୍କ ଅନୁପସ୍ଥିତିରେ ବଡ଼ ଭାଇର ଦାୟିତ୍ୱ, ଗୁରୁତ୍ୱ । ଆଉ ସେଇଥିପାଇଁ ସାନ ଭାଇ ଭଉଣୀଙ୍କ କାମରେ ଲାଗିପଡ଼ିଛି ନଅ ବର୍ଷର କୁନି...
ଗୋଟିଏ ଗଞ୍ଜାର ଦାମ ୩୦ହଜାର ଟଙ୍କା l ଦାମ୍ ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟି ସତ l ଏ ଏମିତି ସେମିତି କୁକୁଡ଼ା ନୁହଁ ଏ ହେଉଛି ଲଢ଼େଇ କୁକୁଡ଼ା ଯାହାର ନାଁ ହେଉଛି ଟାଇଗର l ଆଗକୁ ଆସୁଛି ନୂଆବର୍ଷ ଓ...
୨୦୧୫ ଥିଲା ତାଙ୍କ ଜୀବନ ପାଇଁ ଗୋଟିଏ ଟର୍ଣ୍ଣିଂ ପଏଣ୍ଟ । ଏକ ନିର୍ବାଚନୀ ମାମଲାରେ ତାଙ୍କୁ ଜେଲ ପଠାଇ ଦିଆଯାଏ । ଭୋଟ୍ ପାଇଁ ନୋଟ୍ ମାମଲାରେ ଛନ୍ଦି ହୁଅନ୍ତି ରେବନ୍ତ । ହେଲେ ବେଲରେ ଆସିବା ପରେ ସେ ନିଅନ୍ତି ଚରମ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ...
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର ।
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା….
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା...ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ... ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ କମିଲା ଭିଜିବିଲିଟି ...
ସଂସଦ ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ପରାମର୍ଶ ଦେବ କମିଟି...ଜଣେ ମହିଳା ସହ ୫ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍...
ନା ତାଲିମ ନେଇଛନ୍ତି.. ନା କିଏ ଦେଇଛି ମାର୍ଗଦର୍ଶନ.. କୁହନ୍ତି ନା.. କିଛି ଜିନିଷ ଭଗବାନଙ୍କ ବରଦାନ ଥାଏ.. ମାନେ ଗଡ୍ ଗିଫଟ୍.. ସେମିତି କିଛି ସ୍ୱତନ୍ତ୍ରତା ରହିଛି ପୂର୍ଣ୍ଣଚନ୍ଦ୍ରଙ୍କ ହାତରରେ.. କଳା, ଧଳା, ଧୂସରରେ ସେ ଆଙ୍କୁଛନ୍ତି ଜୀଅନ୍ତା ଚିତ୍ର.. ଦେଖିଲେ ଲାଗୁଛି ଯେମିତି ଅବିକଳ..
ଗୋଡ଼ ଦିଇଟା ସମ୍ପୂର୍ଣ୍ଣ ଅଚଳ.. ପୂରା ଶରୀରର ଭାରକୁ ଏଇ ହାତ ଦିଇଟା ସମ୍ଭାଳିଛି.. ଠାଏ ଘୁଞ୍ଚିବାକୁ ହେଲେ ବି ଶରୀରକୁ ବଳ ଲଗାଇ ଘୋଷାଡ଼ିବାକୁ ପଡ଼ୁଛି.. କାରଣ ସେ ବୁଝିଛନ୍ତି ଏ ଦୁନିଆରେ ବଞ୍ଚିବାକୁ ହେଲେ ସଂଘର୍ଷ ତ କରିବାକୁ ହେବ..
ବେଳେ ବେଳେ ଇଚ୍ଛା ହୁଏ ଆମେ ରହୁଥିବା କଂକ୍ରିଟର ସହର ଛାଡ଼ି ଏ ସବୁଜ ବନାନୀ ଭିତରେ ହଜିଯିବାକୁ.. ବେଳେ ବେଳେ ମନ କହେ.. ଏମିତି ପାହାଡ଼ର ଶିଖର ଉପରେ ଚଢି ଶାନ୍ତିରେ ଟିକେ ନେବାକୁ..ଆଉ କ୍ଷଣକ ପାଇଁ ହେଉ ପଛେ ଜୀବନକୁ ମନଭରି ଜୀଇଁବାକୁ.. ଏ ଦୃଶ୍ୟ...