ରାଜଧାନୀ ଦିଲ୍ଲୀର ଲୋମଟାଙ୍କୁରା କାହାଣୀ . . ଝିଅକୁ ହରାଇଥିବା ପରିବାର ଲୋକ ଏବେ ସ୍ଥାଣୁ ପାଲଟି ଯାଇଛନ୍ତି ।
ନିଜର ହେଲାନି ମା’, ନିଜର ହୋଇଗଲା ଦୁଷ୍କର୍ମ କରିଥିବା ଯୁବକ
ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି
ବିଜେଡିକୁ ଚ୍ୟାଲେଞ୍ଜ ଅନ୍ତର୍ଦ୍ୱନ୍ଦ୍ୱ ଓ ସରକାର ବିରୋଧୀ ହାଓ୍ୱା, ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ବିଜେପି ପାଇଁ ଆହ୍ୱାନ, କଂଗ୍ରେସକୁ ଭୋଟ୍ ରଖିବା ଚିନ୍ତା
୨୦୨୩ ପାଇଁ ଆର୍ଥିକ କାରବାର କ୍ଷେତ୍ରରେ ବଦଳିଛି ଅନେକ ନିୟମ । ଆଜିଠୁ ୮ଟି କ୍ଷୁଦ୍ର ସଞ୍ଚୟ ସ୍କିମର ସୁଧହାର ବଢ଼ିଛି । ସରଳ ହୋଇଛି ଲକର୍ ନିୟମ । ନ୍ୟାସନାଲ ପେନସନ୍ ସ୍କିମରୁ ଆଂଶିକ ଅର୍ଥ ଉଠାଇପାରିବେ ହିତାଧିକାରୀ ।
ବିଭିନ୍ନ ଉପାୟରେ ଲୋକଙ୍କଠୁ ଲୁଟିଲେଣି ଶହେ କୋଟି, ବଢ଼ି ଚାଲିଥିବା ସାଇବର ଠକେଇକୁ ନେଇ ଚିନ୍ତାରେ ପୋଲିସ୍
ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ନିଜ ପଦରୁ ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ . .
ନିଶାଶକ୍ତ ହୋଇ ନିଜ ବାପାକୁ ହତ୍ୟା କଲେ ପୁଅ ।
ରାସ୍ତା ଉପରେ ପୋଡ଼ି ହୋଇ ଯୁବକଙ୍କ ଜୀବନ ଚାଲିଗଲା । ଶରୀର ଜଳିଯାଇଥିବାରୁ ମୃତକଙ୍କ ପରିଚୟ ମିଳିନି ।
କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ ।
ପଞ୍ଚାୟତ ଲୋକଙ୍କ କହିବା ଅନୁସାରେ, ଏଠାରେ ରାସ୍ତାର କୌଣସି ଆବଶ୍ୟକତା ନାହିଁ, ନହେଲେ ଚଳିବ । ହେଲେ ଟଙ୍କା ଆତ୍ମସାତ୍ ପାଇଁ ଏମିତି ଉପାୟ କରିଛନ୍ତି ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି ।
ନୂଆବର୍ଷ ଆସିବା ପରେ ପୁରୁଣା ବର୍ଷକୁ ସମସ୍ତେ ଭୁଲିଯିବେ । କିନ୍ତୁ ୨୦୨୨ରେ ହୋଇଥିବା କିଛି ଘଟଣା ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ।
ମା’କୁ ଭେଟିବା ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ଭାରତୀୟ କ୍ରିକେଟର୍।
ମା’ଙ୍କ ସହ କୌଣସି ସାଧାରଣ ସଭାରେ ଯୋଗ ଦେଉନଥିଲେ ମୋଦି । କ’ଣ ରହିଛି କାରଣ ?
ଝିଅକୁ ହରାଇବା ପରେ ମା’ର ମନ ମାନୁନି । ଝିଅ ଯେ ଆତ୍ମହତ୍ୟା କରିଛି, ସେ ଚିନ୍ତା କରିପାରୁ ନାହାନ୍ତି । ତୁନିଶା(Tunisha Sharma) ମୃତ୍ୟୁକୁ ଦେଇ ପୁଣି ବୟାନ୍ ଦେଲେ ତାଙ୍କ ମା’ ।
ପାଞ୍ଚ ଦିନ ଶୀତକାକରରେ ପ୍ରେମିକ ଘର ସାମ୍ନାରେ ବସିବା ପରେ ନ୍ୟାୟ ପାଇଲା ପ୍ରେମିକା ।