ବିଧାୟକଙ୍କ ଆଗରେ ଖଣ୍ଡଯୁଦ୍ଧ.. ବିଜେଡ଼ିର ସାଂଗଠନିକ ବୈଠକରେ ତୁମୁଳକାଣ୍ଡ, କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କ ଆଗରେ ଗଣ୍ଡଗୋଳ...ବିଧାୟକଙ୍କ ବିରୋଧରେ ଗର୍ଜିଲେ ଗୋଟିଏ ଗୋଷ୍ଠୀ, ପରିସ୍ଥିତି ଅଣାୟତ୍ତ ପରେ ତେଜିଲା ଉତ୍ତେଜନା...
ଫୁଲବାଣୀ ମେଡ଼ିକାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହୁଛି ଜଗା...ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲେ ବି ତା’ମୁଣ୍ଡରେ ଦ୍ୱିତୀୟ ଅସ୍ତ୍ରୋପ୍ରଚାର ହେବାର ଅଛି।
କାର୍ଟି ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା...କାର୍ରେ ଶାଶୁ, ଶ୍ୱଶୁର ଏବଂ ଝିଅ-ଜ୍ୱାଇଁ ଯାଉଥିଲେ..
ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା ସମ୍ଭାବନା....ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ...
ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ... ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା.. କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା..
ସେମି ସଂଘର୍ଷ... ଆଜି ମୁମ୍ବାଇ ୱାଙ୍ଖଡ଼େରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍, ପଡ଼ିଆରେ ପହଞ୍ଚି ଦୁଇ ଟିମ୍ ର ଅଭ୍ୟାସ... ଟସ୍ ଉପରେ ଉଭୟ କ୍ୟାପଟେନଙ୍କ ନଜର...
ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା।
ଟିଟିପିର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ...ପାକିସ୍ତାନ ସେନାକୁ ‘ତେହରିକ-ଏ-ତାଲିବାନ’ର ଟାର୍ଗେଟ...ଟିଟିପି’ର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ....
ଦ୍ରୁତ ଗତିରେ ଆସି ଟ୍ରକ୍କୁ ପିଟିଲା କାର୍, ଚାଲିଗଲା ୬ ବନ୍ଧୁଙ୍କ ଜୀବନ
ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗାଁରେ ଅଘଟଣ ...୨୦ ଫୁଟ୍ ଗାତରେ ଫସି ଯାଇଛନ୍ତି ବୃଦ୍ଧା..
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି...୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବା ସମ୍ଭାବନା...ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଗତି କରି ଘନୀଭୂତ ହେବ...
ପୂର୍ବରୁ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ହରପ୍ରୀତ ସିଂହ ଉତ୍ପଳ ଏବଂ ତା’ର ୧୧ ବର୍ଷର ପୁଅକୁ ଗୁଳି କରି ହତ୍ୟା ପରଠୁ ଲାଗିରହିଥିବା ଗ୍ୟାଙ୍ଗୱାର ଉଗ୍ରରୂପ ନେଇଛି
ଆଜି ଶିଶୁ ଦିବସ ....ଶିଶୁଙ୍କ ଭବିଷ୍ୟତ ଉନ୍ନତି ପାଇଁ ଅନେକ ଯୋଜନା ...ତଥାପି କଅଁଳ କାନ୍ଧରେ ଅନେକ ଦାୟିତ୍ୱ...ଶିଶୁଙ୍କ ପାଠ ପଢ଼ାରେ ଲାଗିଛି ଶିକୁଳି
କେନ୍ଦୁଝର ମଇଦାନକେଲ ଜଙ୍ଗଲରେ ୧୨ଟିକିଆ ହାତୀଙ୍କ ମଧ୍ୟରେ ଛଅ ମାସର ଛୁଆ ଆହତ, ଚିକିତ୍ସା ପାଇଁ ଲାଗିଛି ବନ ବିଭାଗ....
ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ .....୧୬ ତାରିଖରେ ଅବପାତର ରୂପ ନେଇପାରେ ....୧୫ ଓ ୧୬ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ...
ମରିଗଲା ମାନବିକତା... ୠଣ ଶୁଝି ନପାରିବାରୁ ଜୋରଜବରଦସ୍ତ ଘରୁ କାଢ଼ିଦେଲେ ପଡ଼ୋଶୀ, କିଛି ବର୍ଷ ତଳର କରଜକୁ ନେଇ ବାଲେଶ୍ୱର ଭୋଗରାଇ ବରବରିଆ ଗାଁରେ ଅଭାବନୀୟ ପରିସ୍ଥିତି, ୪ ଦିନ ହେଲା ଶୀତ କାକରରେ ପକ୍ଷାଘାତ ଆକ୍ରାନ୍ତ ନିଜ ପରିବାର ଧରି ରାସ୍ତାରେ ବସିଛନ୍ତି...ପୋଲିସ୍ ପହଞ୍ଚି ଥିଲେ ବି...
ନିଜ ଓକିଲଙ୍କ ଜରିଆରେ JMFCରେ ପକ୍ଷ ରଖିଲେ ପ୍ରତାପ....ଆଇପିସି ୨୦୫ ଧାରାରେ ଆବେଦନ କଲେ ପ୍ରତାପଙ୍କ ଓକିଲ....ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ IPC ୨୦୫ରେ ଆବେଦନ...
ଶପଥ ନେଲେ ନୂଆ ରାଜ୍ୟପାଳ....ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଉପସ୍ଥିତ,,,
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ, ମଙ୍ଗଳବାର ଚନ୍ଦ୍ର- ବୃଷ ଅହୋରାତ୍ର ।