ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କଲେ ବୈଜୟନ୍ତ….୨୧ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ…କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ୧୧, ଭଦ୍ରକର ୨ ଓ ଢେଙ୍କାନାଳର ଜଣେ ଶ୍ରମିକ….
କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ ….ବନ୍ଦରୁ ଅତ୍ୟାବଶ୍ୟକ ସେବା, ମେଡିକାଲ, ପରୀକ୍ଷା ବାଦ୍…..
ବାଇଡେନ-ଜିନପିଙ୍ଗ ବୈଠକକୁ ନେଇ ପ୍ରଶ୍ନ...ଜିନପିଙ୍ଗକୁ ପୁଣି ଏକଛତ୍ରବାଦୀ ଶାସକ କହିଲେ ବାଇଡେନ୍
ଅନୁସୂଚିତ ଜନଜାତିଙ୍କୁ ଏନେଇ ଗତ କ୍ୟାବିନେଟରେ ମିଳିଥିଲା ଅନୁମତି,ବିବାଦ ପରେ ସରକାର ନିଷ୍ପତ୍ତି ସ୍ଥଗିତ ରଖିଥିବା ସୂଚନା
ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ । ଛତିଶଗଡ଼ର ୭୦ଟି ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି । ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ...
ମୋଙ୍ଗଲା ଓ ଖେପାପୁରା ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ ..ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବନି ..ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା..
ଗରୁଡ଼ ସ୍ତମ୍ଭ ପାଖରେ ଲୁହା ଭାରା ବନ୍ଧାଯିବ....ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ ଚାଲିବ....ମରାମତି ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ...
ଦେହର ମାଂସପିଣ୍ଡୁଳା ବଢାଇଦେଇଛି କଷ୍ଟ ....ନା ଶୋଇପାରୁଛନ୍ତି, ନା ବସିପାରୁଛନ୍ତି...ଟ୍ରିଟମେଣ୍ଟ ପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା...
ଜୀବନ ନେଇଗଲା ଟ୍ରକ୍ । ବସ୍ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ହଠାତ ଟ୍ରକ୍ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ିଗଲା ।
ଦାଦନରୁ ମିଳିଲା ମୁକ୍ତି..ନିଜେ ସ୍ୱାବଲମ୍ବୀ ସହ ଅନ୍ୟକୁ ବି ଦେଲେ ନିଯୁକ୍ତି ..ଏବେ ଯୁବକଙ୍କ ପାଇଁ ବନିଲେ ଉଦାହରଣ..
ପଞ୍ଚାଙ୍ଗ ଆଧାରରେ ହେଲା ନିଷ୍ପତି..ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁଯାୟୀ ନିଆଯାଏ ନିର୍ଣ୍ଣୟ..ମହାଶିବ ରାତ୍ରୀରେ ହିଁ ହୁଏ ସବିଶେଷ ନିଷ୍ପତି..
ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା । ଚାଷୀ ରମେଶହ୍କ ମୁଣ୍ତରେ ପଡ଼ିଲା ଚଡ଼କ । ପୋକ ମାରିବାକୁ ଆଣିଥିବା ବିଷ ପିଇ କଲେ ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଳ ଗାଁରୁ ଆସିଲା...
ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ..କେବେ ଆରମ୍ଭ ହେବ କାମ..ଉପକୃତ ହେବେ 50 ପଞ୍ଚାୟତର 3 ଲକ୍ଷରୁ ଉର୍ଦ୍ଧ ଲୋକେ..
କୁକୁର କାମୁଡ଼ିଲେ କ୍ଷତିପୂରଣ ବାବଦକୁ ମିଳିବ ୧୦ ହଜାର । ପୀଡ଼ିତଙ୍କ ଶରୀରରେ କୁକୁରର ଦାନ୍ତ ଦାଗ ଆଧାରରେ ରାଜ୍ୟ ସରକାର ଦେବେ ଜରିମାନା ।
ଗଭୀର ଅବପାତ ନେଇ ପାରେ ବାତ୍ୟାର ରୂପ, ଦିଗ ପରିବର୍ତ୍ତନ କରିଥିବାରୁ ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ କହିଲା ପାଣିପାଗ କେନ୍ଦ୍ର ...ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ... ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ୟେଲୋ ୱାର୍ଣ୍ଣିଂ ...
ବଡ଼ ଟାର୍ଗେଟ ଦେବାକୁ ଲକ୍ଷ୍ୟ, ରୋମାଞ୍ଚକର ମ୍ୟାଚ ଆଶାରେ ଫ୍ୟାନ ...
ଭଣ୍ଡାରୀପୋଖରୀ ବ୍ଲକ ସାହାରାଗଡିଆ ଗାଁର ମାୟାଧର ବେହେରାଙ୍କ ଘର କାମ ପାଇଁ ଆସିଥିବା ବାଲିରୁ ଉଦ୍ଧାର...
ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ, ଉତ୍ତେଜନା ..କ୍ଷତିପୂରଣ ଦାବିରେ ରାସ୍ତାରୋକ, ପୋଲିସର ବୁଝାସୁଝା..
କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ୍ .....ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ .. ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ସୂଚନା
ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳର ଘଟଣା...ନିଅଣ୍ଟିଆ ବର୍ଷା ଯୋଗୁଁ ୪ ଏକର ଫସଲ ଶୁଖି ନଷ୍ଟ ହୋଇଯାଇଛି..ଅଞ୍ଚଳରେ ଜଳସେଚନ ସୁବିଧା ନଥିବାରୁ ଉଜୁଡ଼ିଗଲା ଫସଲ...