ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୯ ଦିନରେ ପହଞ୍ଚିଲା ରେସ୍କ୍ୟୁ ଅପରେସନ ... ଲାଗିଛନ୍ତି ୫ଟି ଏଜେନ୍ସି, ୩ ପାଖରୁ ଉଦ୍ଧାର ପାଇଁ କରାଯାଉଛି ଡ୍ରିଲ ... ଲାଗିପାରେ ଆହୁରି ସମୟ ...
ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ....ଗତ ୮ତାରିଖରେ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ...
ମହିଳାଙ୍କୁ ପେନସନ୍ ଓ ବକେୟା ଅର୍ଥଦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ....ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ...କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ...
ମନ୍ଦିର ଆଗରେ ତିଆରି ହେଲା ବ୍ୟାରିକେଡ୍ ....ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ...ରାଧାରାଣୀଙ୍କର ଓଡିଆଣୀ ବେଶ ହେବ...
ଶୁଭଲକ୍ଷ୍ମୀ ସାହୁ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRC ନୋଟିସ୍....୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ....
ରାଷ୍ଟ୍ରପତି ହେବା ପରେ ଦ୍ବିତୀୟ ଥର ପାଇଁ ମୟୂରଭଂଜ ଗସ୍ତ... ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ହେବେ ସାମିଲ, ରାଇରଙ୍ଗପୁରରେ ୩ଟି ନୂଆ ଟ୍ରେନର କରିବେ ଲୋକାର୍ପଣ... ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା...
ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ଢେର୍ ଆଗରୁ ଧାନ ଚାଷ ହୋଇଥିବା ଜମିର ସବିଶେଷ ତଥ୍ୟ ମାଗିଥିଲେ। ଧାନ ବିକିବା ଲାଗି ଚାଷୀଙ୍କୁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ତେବେ
ଜାଲ୍ ଦସ୍ତାବିଜ୍ ମାଧ୍ୟମରେ କେଳେଙ୍କାରୀ..ଏ ଚଞ୍ଚକତା ପଛରେ କିଏ ?
ଖୋର୍ଦ୍ଧାରେ ଚାଲିଛି ୨ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା...ଚାଷ ପାଇଁ କୌଣସି ସହାୟତା ମିଳିନଥିବା ଅଭିଯୋଗ..
ପିତ୍ତଳକୁ ହାତୁଡ଼ିରେ ପିଟିପିଟି ଜୀବନ୍ତ ରୂପ ଦେଉଛି କାରିଗର, ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପ୍ରୟାସ...ପିତ୍ତଳ କାମ ପାଇଁ ଚର୍ଚ୍ଚାରେ ଗଞ୍ଜାମ ବେଲଗୁଣ୍ଠା ସହର... ମାନ୍ୟତା ମିଳିଲେ କଳା ବିଶ୍ୱସ୍ତରରେ ପହଞ୍ଚି ପାରିବ..
ରାତି ସାରା ଖୋଜାଖୋଜି ପରେ ବି ମିଳିଲାନି ପତ୍ତା...ଆଜି ସକାଳୁ ପୁଣି ଚାଲିବ ରେସ୍କ୍ୟୁ ଅପରେସନ୍....
ସୁପର ସଣ୍ଡେରେ ହେବ ସୁପର ଫାଇଟ୍... ଫାଇନାଲ ଜିତି ଟାଇଟଲ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ ... ଲକ୍ଷାଧିକ ଫ୍ୟାନଙ୍କ ଉପସ୍ଥିତିରେ କମ୍ପିବ ମୈଦାନ ...
ଭାରତ ମାତା କି ଜୟ ନାରାରେ କମ୍ପିଲା ଘାଟ....ଗଙ୍ଗା ସେବା ନିଧି ପକ୍ଷରୁ ହୋଇଥିବା ଏହି ଆଳତିରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ...
ବିଶ୍ୱବିଦ୍ୟାଳୟରେ ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ ହେବ, ସେହିପରି ୫ ମହଲା ମହିଳା ଛାତ୍ରାବାସ, ପୁରୁଷ ଛାତ୍ରାବାସର ବି ଶିଳାନ୍ୟାସ ହୋଇଛି ..
କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଗଲା ଔଷଧ ...ସଫଳ ହେଲେ ଶୀଘ୍ର ଅନ୍ୟ ସ୍ଥାନକୁ ଯିବ ଔଷଧ...
କାଳର କୋଳରକୁ ଚାଲିଗଲା ଜୀବନ । ଭୋଜି ଖାଇ ଫେରୁଥିବା ବେଳେ ହେଲା ଭୟଙ୍କର ଦୁର୍ଘଟଣା, ଚାଲିଗଲା ୫ ଜୀବନ ।
କୀର୍ତ୍ତିରାଜିକୁ ନୂଆ ପ୍ରକଳ୍ପରେ ସ୍ଥାନ ଦିଆଯାଉ…ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…ଶ୍ରୀଜିଉଙ୍କୁ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା …
ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ମା’ ପାଇଁ ଚିନ୍ତାରେ ଅନ୍ଧାରୀ ସୁଡ଼ଙ୍ଗରେ ଫସିଥିବା ଶ୍ରମିକ, ଭାଇ ସହ କଥା ହେବା ପରେ ଘରେ ଏକଥା ନଜଣାଇବା ପାଇଁ ଅନୁରୋଧ କରିଛନ୍ତି...କହିଛନ୍ତି, ଭାଇ ମୋ କଥା ମା’କୁ କହିବୁନି...ସେ ମୋତେ ଭାରି ଭଲପାଏ..ମୋ କଥା ଜାଣିଲେ କାନ୍ଦିବ... ଏପଟେ ଭାଇ ସହ କଥା ହେବା ପରେ...