Bhakta Charan Jena
ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନ ଏମ୍ଏରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ମାଷ୍ଟର ଡିଗ୍ରୀ ହାସଲ ପରେ କିଛି କାଳ ଅଧ୍ୟାପକ ଭାବେ କାର୍ଯ୍ୟକରି ପରବର୍ତ୍ତୀ ଅବସ୍ଥାରେ ସାମ୍ବାଦିକ ବୃତ୍ତିରେ ନିୟୋଜିତ। ୮ ବର୍ଷ କାଳ ସମ୍ବାଦରେ କ୍ରାଇମ ରିପୋର୍ଟର ଏବଂ ଡେସ୍କ ଇନଚାର୍ଜ ଭାବେ କାମ କରିବା ପରେ ବିଗତ ୧୫ ବର୍ଷ ହେଲାଣି ଓଟିଭିରେ କାର୍ଯ୍ୟରତ। ବ୍ରେକିଂ ନ୍ୟୁଜ୍ ମୁଖ୍ୟ, ଇନ୍ପୁଟ୍ ମୁଖ୍ୟ ଭାବେ କାର୍ଯ୍ୟ କରି ଏବେ ଓଟିଭି ଡିଜିଟାଲ ନିଉଜ୍ ମୁଖ୍ୟ ଭାବେ କାର୍ଯ୍ୟରତ। ଇନଭେଷ୍ଟିଗେଟିଭ୍ କ୍ରାଇମ ଏବଂ ଆନାଲିଟିକାଲ ପଲିଟିକାଲ ନ୍ୟୁଜ୍ ଉପରେ ବିଶେଷ ରୁଚି ରଖନ୍ତି।