Advertisment

Today Panchang 9th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୯ତାରିଖ ଶୁକ୍ରବାର । ଚନ୍ଦ୍ର  -   କନ୍ୟା ଅହୋରାତ୍ର । ତିଥି –  ୬ଷ୍ଠୀ ପ୍ରାତଃ ୦୭.୦୫.୪୨ ଗତେ୭ମୀ । ଘାତଚନ୍ଦ୍ର –   ବୃଷ ରାଶିର ଅହୋରାତ୍ର

author-image
Deepak Acharya
Panchang

Panchang Photograph: (OTV)

ଆଜିର ପଞ୍ଚାଙ୍ଗ    

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୯ତାରିଖ ଶୁକ୍ରବାର ।
ଚନ୍ଦ୍ର  -   କନ୍ୟା ଅହୋରାତ୍ର
ତିଥି –  ୬ଷ୍ଠୀ ପ୍ରାତଃ ୦୭.୦୫.୪୨ ଗତେ୭ମୀ
ଘାତଚନ୍ଦ୍ର –   ବୃଷ ରାଶିର ଅହୋରାତ୍ର
ଘାତବାର –  ବିଛା ,ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ  - ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୭.୦୫ ଗତେ ୨ ପାଦ - ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୪୧ ଗତେ ୧ ପାଦ -ପଶୁ ସମ୍ପଦ ନାଶ -  ଅନ୍ନ ଦାନ

Advertisment

ଶୁଭ ସମୟ-

ପ୍ରାତଃ – ୦୬.୨୭ ରୁ ୦୭.୧୦
ପ୍ରାତଃ - ୦୭.୫୪ ରୁ ୦୯.୧୦
ଦିବା – ୧୨.୧୫ ରୁ ୦୩.୦୯
ଦିବା – ୦୩.୫୩ ରୁ ୦୫ ୨୦
ସନ୍ଧ୍ୟା – ୦୬.୧୨ ରୁ ୦୮.୩୭
ରାତ୍ରି – ୧୨.୨୦ ରୁ ୦୨.୦୫
ରାତ୍ରୀ – ୦୨.୫୭ ରୁ ୦୪.୪୨ 

ଅଶୁଭ ସମୟ - 

ରାହୁକାଳ – ଦିବା ୧୦.୩୨ ରୁ ୧୧.୫୩
କାଳବେଳା –ଦିବା ୧୦.୩୨ରୁ ୧୧.୫୩
ବାରବେଳା – ଦିବା ୦୩.୫୭ ରୁ ୦୫.୧୯
କାଳରାତ୍ରି – ରାତ୍ରୀ  ୧୧.୫୩ ରୁ ୦୧.୩୧

Advertisment
Horoscope Panchang
Advertisment
Related Articles
Advertisment