/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୬ ଶୁକ୍ରବାର । ଚନ୍ଦ୍ର – କନ୍ୟା ରାତ୍ରି ୧୦.୧୯ ଗତେ ତୁଳା । ତିଥି - ୩ୟା ସନ୍ଧ୍ୟା ୦୫.୫୩ ଗତେ ୪ର୍ଥୀ । ଘାତଚନ୍ଦ୍ର – ବୃଷ ରାଶିର ରାତ୍ରି ୧୦.୧୯ପର୍ଯ୍ୟନ୍ତ । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୬.୦୬ ରୁ ୦୬.୫୩
ପ୍ରାତଃ – ୦୭.୪୦ ରୁ ୦୯.୦୨
ଦିବା – ୧୨.୨୧ ରୁ ୦୨.୪୨
ଦିବା – ୦୪.୧୬ ରୁ ୦୫.୪୯
ସନ୍ଧ୍ୟା – ୦୭.୨୭ ରୁ ୦୮.୫୩
ରାତ୍ରି – ୦୨.୦୦ ରୁ ୦୪.୨୭
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୩୦ ରୁ ୧୧.୫୮
କାଳବେଳା – ଦିବା ୧୦.୩୦ ରୁ ୧୧.୫୮
ବାରବେଳା- ଦିବା ୦୯.୦୨ ରୁ ୧୦.୩୦
କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୫
Advertisment
Advertisment



Related Articles
Middle East Missile Conflict: ଧରାପଡ଼ିଲା ବଦମାସ ଟ୍ରଂପଙ୍କ ଚାଲାଖି, ଖାମେନେଇଙ୍କୁ ହତ୍ୟା ପୂର୍ବରୁ କରିଥିଲେ ଏଇଆ
POSTED

India Oil Crisis: ଇରାନ-ଆମେରିକା ଯୁଦ୍ଧ: ଭାରତରେ ବଡ଼ ପ୍ରଭାବ, ମିଳିବନି କି ତେଲ ?
POSTED

Education Vs Employment: କ୍ଲାସରେ ଥିଲେ ଟପ୍ପର, ଏବେ ରାପିଡୋ ଡ୍ରାଇଭର
POSTED

Dubai War Panic: ଭୟରେ ଥରୁଛି ଦୁବାଇ, ଲାମ୍ବୋରର୍ଗିନି ଶବ୍ଦ ବଢ଼ାଉଛି ଲୋକଙ୍କ ମନରେ କମ୍ପନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)