/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)
Panchang Photograph: (OTV)
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୦୫ ତାରିଖ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି - ପୂର୍ଣ୍ଣିମା ସନ୍ଧ୍ୟା ୦୬.୪୯ ଗତେ ପ୍ରତିପଦ । ଘାତଚନ୍ଦ୍ର – ମେଷ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୫.୫୩ ରୁ ୦୮.୦୮
ଦିବା – ୧୦.୨୨ ରୁ ୧୧.୩୦
ଦିବା – ୦୧.୨୨ ରୁ ୦୩.୩୭
ସନ୍ଧ୍ୟା – ୦୫.୫୭ ରୁ ୦୬.୪୯
ରାତ୍ରି – ୦୮.୩୧ ରୁ ୦୨.୪୨
ରାତ୍ରି – ୦୪.୧୮ ରୁ ୦୫.୫୩
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୩୦ ରୁ ୧୨.୫୪
କାଳବେଳା - ଦିବା ୦୮.୪୧ ରୁ ୧୦.୦୫
ବାରବେଳା- ଦିବା ୧୧.୩୦ ରୁ ୧୨.୫୪
କାଳରାତ୍ରି – ରାତ୍ରି ୦୨.୪୨ ରୁ ୦୪.୧୮
Advertisment
Advertisment



Related Articles
The fear in Hastinapur: ହସ୍ତିନାରେ କୃଷ୍ଣ ଓ ବିଦୁରଙ୍କ ଭୟ କଥା, ବିଦୁରଙ୍କ ଘରେ କୁନ୍ତୀଙ୍କୁ କ'ଣ କହିଲେ କୃଷ୍ଣ ?
POSTED

₹70 lakh gold jewellery vanishes: ୭୦ ଲକ୍ଷ ଟଙ୍କାର ଅଳଙ୍କାର ନେଇ କ୍ୟାସ୍ ଇନଚାର୍ଜ ଛୁ, ଗଲା ଅଗଷ୍ଟ ମାସରୁ ଚୋରି ହେଲାଣି ସୁନା
POSTED

Odia youth Adarsh abducted by RSF in Sudan: ସୁଦାନରୁ କେବେ ମୁକୁଳିବେ ଓଡ଼ିଆ ଯୁବକ ? RSF କବଳରେ ପଣବନ୍ଦୀ ଜଗତସିଂହପୁରର ଆଦର୍ଶ
POSTED

Police SI Recruitment Scam: ଅରବିନ୍ଦ ହିଁ ଧରାଇବ ଦୀଘା ଦୁର୍ନୀତିର ଚେର, ୭୫ କୋଟିର ଡିଲ୍ ଭିତରୁ ଆଦାୟ ହୋଇଛି କେତେ ?
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)