Advertisment

Today Panchang 4th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଚନ୍ଦ୍ର – ବୃଷ ଅହୋରାତ୍ର । ତିଥି – ୧୪ଶୀ ଦିବା ୦୮.୩୭ ଗତେ ପୂର୍ଣ୍ଣିମା ନିଶାନ୍ତ ୦୪.୪୩ ଗତେ ପ୍ରତିପଦ ।

author-image
Deepak Acharya
Panchang

Panchang Photograph: (OTV)

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଚନ୍ଦ୍ର – ବୃଷ ଅହୋରାତ୍ର । ତିଥି – ୧୪ଶୀ ଦିବା ୦୮.୩୭ ଗତେ ପୂର୍ଣ୍ଣିମା ନିଶାନ୍ତ ୦୪.୪୩ ଗତେ ପ୍ରତିପଦ । ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୪ ପର୍ଯ୍ୟନ୍ତ । 

Advertisment

ଶୁଭ ସମୟ

ପ୍ରାତଃ – ୦୬.୧୦ ରୁ ୦୭.୩୭
ସନ୍ଧ୍ୟା – ୦୫.୫୫ ରୁ ୦୯.୨୫
ରାତ୍ରି – ୦୧.୧୫ ରୁ ୦୩.୩୩
ରାତ୍ରି – ୦୪.୨୬ ରୁ ୦୬.୧୧

ଅଶୁଭ ସମୟ 

ରାହୁକାଳ - ଦିବା ୧୨.୫୮ ରୁ ୦୨.୧୯
କାଳବେଳା - ଦିବା ୦୨.୧୯ ରୁ ୦୩.୪୧
ବାରବେଳା - ଦିବା ୦୩.୪୧ ରୁ ୦୫.୦୨
କାଳରାତ୍ରି – ରାତ୍ରି ୧୧.୩୭ ରୁ ୦୧.୧୫

Advertisment
Advertisment
Related Articles
Advertisment