Advertisment

Today Panchang 30th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୩୦ ତାରିଖ ମଙ୍ଗଳବାର। ଚନ୍ଦ୍ର – ମେଷ ଅହୋରାତ୍ର। ତିଥି - ୧୦ମୀ ପ୍ରାତଃ ୦୭.୫୧ ଗତେ ୧୧ଶୀ ନିଶାନ୍ତ ୦୫.୦୦ ଗତେ ୧୨ଶୀ। ଘାତଚନ୍ଦ୍ର - ମେଷ ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୩୦ ତାରିଖ ମଙ୍ଗଳବାର। ଚନ୍ଦ୍ର – ମେଷ ଅହୋରାତ୍ର। ତିଥି - ୧୦ମୀ ପ୍ରାତଃ ୦୭.୫୧ ଗତେ ୧୧ଶୀ ନିଶାନ୍ତ ୦୫.୦୦ ଗତେ ୧୨ଶୀ। ଘାତଚନ୍ଦ୍ର - ମେଷ ରାଶିର ଅହୋରାତ୍ର। ଘାତବାର – ମକର ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୫୭ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୫.୦୦ ଗତେ ୧୨ଶୀ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୪ ରୁ ୦୭.୦୭
ଦିବା – ୦୯.୦୬ ରୁ ୧୧.୨୭
ସନ୍ଧ୍ୟା – ୦୫.୧୩ ରୁ ୦୬.୫୨
ରାତ୍ରି – ୦୮.୩୧ ରୁ ୦୮.୪୪
ରାତ୍ରି – ୦୯.୩୭ ରୁ ୧୨.୧୫
ରାତ୍ରି – ୦୨.୦୧ ରୁ ୦୩.୪୬
ନିଶାନ୍ତ - ୦୪.୩୯ ରୁ ୦୬.୨୪
ଅଶୁଭ ସମୟ - 
ରାହୁକାଳ - ଦିବା ୦୨.୩୧ ରୁ ୦୩.୫୨
କାଳବେଳା - ଦିବା ୦୧.୧୦ ରୁ ୦୨.୩୧
ବାରବେଳା - ପ୍ରାତଃ ୦୭.୪୫ ରୁ ୦୯.୦୬
କାଳରାତ୍ରି – ସନ୍ଧ୍ୟା ୦୬.୫୨ ରୁ ୦୮.୩୧

Advertisment
Panchang
Advertisment