Advertisment

Today Panchang 29th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ବୁଧବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୭ମୀ ଦିବା ୦୯.୨୩ ଗତେ ୮ମୀ। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର।

author-image
Deepak Acharya
undefined

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ବୁଧବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୭ମୀ ଦିବା ୦୯.୨୩ ଗତେ ୮ମୀ। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୨୩ ଗତେ ୧ପାଦ-କୁଟୁମ୍ବ ହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୨୯।
ଶୁଭ ସମୟ-
ପ୍ରାତଃ – ୦୫.୫୦ ରୁ ୦୮.୦୬
ଦିବା – ୧୦.୨୨ ରୁ ୧୧.୩୦
ଦିବା – ୦୧.୨୩ ରୁ ୦୩.୩୯
ସନ୍ଧ୍ୟା – ୦୬.୦୧ ରୁ ୦୬.୫୧
ରାତ୍ରି – ୦୮.୩୩ ରୁ ୦୨.୪୦
ରାତ୍ରି – ୦୪.୧୫ ରୁ ୦୫.୫୦
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୩୦ ରୁ ୧୨.୫୫
କାଳବେଳା- ଦିବା ୦୮.୪୦ ରୁ ୧୦.୦୫
ବାରବେଳା- ଦିବା ୧୧.୩୦ ରୁ ୧୨.୫୫
କାଳରାତ୍ରି – ରାତ୍ରି ୦୨.୪୦ ରୁ ୦୪.୧୫

Advertisment
Panchang
Advertisment
Related Articles
Advertisment