Advertisment

Today Panchang 28th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର । ତିଥି – ୮ମୀ ରାତ୍ରି ୧୨.୧୫ ଗତେ ୯ମୀ । ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର ।

author-image
Manas Ranjan Mohanty
Panchang

Panchang Photograph: (OTV)

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର । ତିଥି – ୮ମୀ ରାତ୍ରି ୧୨.୧୫ ଗତେ ୯ମୀ । ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ରାତ୍ରି ୦୨.୪୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ । 

Advertisment

ଶୁଭ ସମୟ

ପ୍ରାତଃ – ୦୬.୦୬ ରୁ ୦୬.୫୦
ପ୍ରାତଃ – ୦୭.୩୪ ରୁ ୦୮.୫୦
ଦିବା – ୧୧.୫୬ ରୁ ୦୨.୫୧
ଦିବା – ୦୩.୩୪ ରୁ ୦୫.୦୨
ସନ୍ଧ୍ୟା – ୦୫.୫୪ ରୁ ୦୮.୧୮
ରାତ୍ରି – ୧୨.୦୧ ରୁ ୦୧.୪୫
ରାତ୍ରି – ୦୨.୩୮ ରୁ ୦୪.୨୨

ଅଶୁଭ ସମୟ 

ରାହୁକାଳ - ଦିବା ୧୦.୧୨ ରୁ ୧୧.୩୪
କାଳବେଳା - ଦିବା ୧୦.୧୨ ରୁ ୧୧.୩୪
ବାରବେଳା - ଦିବା ୦୮.୫୦ ରୁ ୧୦.୧୨
କାଳରାତ୍ରି – ରାତ୍ରି ୦୮.୧୮ ରୁ ୦୯.୫୬

Advertisment
Advertisment
Related Articles
Advertisment