/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)
Panchang Photograph: (OTV)
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୫ ତାରିଖ ମଙ୍ଗଳବାର। ଚନ୍ଦ୍ର – ମକର ଅହୋରାତ୍ର। ତିଥି – ୫ମୀ ରାତ୍ରି ୧୦.୫୭ ଗତେ ୬ଷ୍ଠୀ। ଘାତଚନ୍ଦ୍ର - ସିଂହ ରାଶିର ଅହୋରାତ୍ର। ଘାତବାର – ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୫୬ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୪ ରୁ ୦୬.୪୮
ଦିବା – ୦୮.୪୯ ରୁ ୧୧.୧୧
ସନ୍ଧ୍ୟା – ୦୫.୦୨ ରୁ ୦୬.୪୦
ରାତ୍ରି – ୦୮.୧୮ ରୁ ୦୮.୩୧
ରାତ୍ରି – ୦୯.୨୩ ରୁ ୧୨.୦୦
ରାତ୍ରି – ୦୧.୪୪ ରୁ ୦୩.୨୮
ରାତ୍ରି – ୦୪.୨୧ ରୁ ୦୬.୦୫
ଅଶୁଭ ସମୟ -
ରାହୁକାଳ - ଦିବା ୦୨.୧୭ ରୁ ୦୩.୪୦
କାଳବେଳା - ଦିବା ୧୨.୫୫ ରୁ ୦୨.୧୭
ବାରବେଳା - ପ୍ରାତଃ ୦୭.୨୭ ରୁ ୦୮.୪୯
କାଳରାତ୍ରି – ସନ୍ଧ୍ୟା ୦୬.୪୦ ରୁ ୦୮.୧୮
Advertisment
Advertisment



Related Articles
Toxic Air Chokes Delhi: ଅଣନିଃଶ୍ବାସୀ କଲାଣି ଦିଲ୍ଲୀ ପବନ , ଘରେ ରହି କାମ କରିବାକୁ ଆସିଲା ନିର୍ଦ୍ଦେଶ
POSTED

Dharmendra Passes Away: ୩ ଶହରୁ ଅଧିକ ଫିଲ୍ମରେ ଜୀବନ୍ତ ଅଭିନୟକୁ ଝୁରୁଛନ୍ତି ଫ୍ୟାନ୍ , ବଲିଉଡ୍ ହି-ମ୍ୟାନଙ୍କ ବିୟୋଗରେ ସବୁ ମହଲରେ ଶୋକ
POSTED

AC Units Stolen: ହାଇ ସିକ୍ୟୁରିଟି ଜୋନରେ ମାତିଛନ୍ତି ଚୋର , ଲୋକସେବା ଭବନରେ ଚୋରାଇ ନେଲେ AC
POSTED

BJD’s Next Leader: ବିଜେଡିର ଉତ୍ତରାଧିକାରୀ ‘ସୁଜାତା’? ଚର୍ଚ୍ଚାକୁ ଅଧିକ ଖୋରାକ ଦେଲା ମନୋହର ରନ୍ଧାରୀଙ୍କ ବୟାନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)