/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୨୪ ତାରିଖ ଶୁକ୍ରବାର । ଚନ୍ଦ୍ର – ବିଛା ଅହୋରାତ୍ର । ତିଥି - ୩ୟା ରାତ୍ରି ୦୧.୧୯ ଗତେ ୪ର୍ଥୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ – ୦୫.୪୮ ରୁ ୦୬.୩୩
ପ୍ରାତଃ – ୦୭.୧୯ ରୁ ୦୮.୩୯
ଦିବା – ୧୧.୫୩ ରୁ ୦୨.୫୬
ଦିବା – ୦୩.୪୨ ରୁ ୦୫.୧୩
ସନ୍ଧ୍ୟା – ୦୬.୦୩ ରୁ ୦୮.୨୨
ରାତ୍ରି – ୧୧.୫୬ ରୁ ୦୧.୩୬
ରାତ୍ରି – ୦୨.୨୭ ରୁ ୦୪.୦୭
ଅଶୁଭ ସମୟ
ରାହୁକାଳ - ଦିବା ୧୦.୦୫ ରୁ ୧୧.୩୦
କାଳବେଳା - ଦିବା ୧୦.୦୫ ରୁ ୧୧.୩୦
ବାରବେଳା- ଦିବା ୦୮.୩୯ ରୁ ୧୦.୦୫
କାଳରାତ୍ରି – ରାତ୍ରି ୦୮.୨୨ ରୁ ୦୯.୫୬
Advertisment
Advertisment



Related Articles
Police Car Loses Control: ବୋଲ ମାନୁନି ଥାନା ବାବୁଙ୍କ ଗାଡ଼ି, ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଦୋକାନକୁ ମାଡ଼ି ଯାଇଥିଲା
POSTED

Most-Wanted Gangsters From Sigma Gang Wiped Out: ଏନକାଉଣ୍ଟରରେ ଟଳିଲେ ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର, ଦୀର୍ଘ ଦିନ ହେଲା ଖୋଜୁଥିଲା ପୋଲିସ
POSTED

King Kohli’s Subtle Message Leaves Fans Wondering: ଶେଷ ହେଉଛି କି କିଙ୍ଗ୍ କୋହଲିଙ୍କ ଯୁଗ? କାହିଁକି ଏମିତି ଦେଲେ ଇଶାରା
POSTED

Magistrate Involved in Spat with CNG Pump Worker: 'ତୁମେ ଜାଣିଛ ମୁଁ କିଏ?' ମାଜିଷ୍ଟ୍ରେଟଙ୍କ ସହ ସିଏନଜି ପମ୍ପ କର୍ମଚାରୀଙ୍କ ଝଗଡ଼ା ପରେ ପତ୍ନୀ ଦେଲେ ଏତଲା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)