Advertisment

Today Panchang 24th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୪ ତାରିଖ ସୋମବାର। ଚନ୍ଦ୍ର – ଧନୁ ରାତ୍ରି ୦୪.୨୬ ଗତେ ମକର। ତିଥି – ୪ର୍ଥୀ ରାତ୍ରି ୦୯.୨୨ ଗତେ ୫ମୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର , ରାତ୍ରି ୦୪.୨୬ ଗତେ ସିଂହ ରାଶିର।

author-image
Deepak Acharya
Panchang

Panchang Photograph: (OTV)

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୪ ତାରିଖ ସୋମବାର। ଚନ୍ଦ୍ର – ଧନୁ ରାତ୍ରି ୦୪.୨୬ ଗତେ ମକର। ତିଥି – ୪ର୍ଥୀ ରାତ୍ରି ୦୯.୨୨ ଗତେ ୫ମୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର , ରାତ୍ରି ୦୪.୨୬ ଗତେ ସିଂହ ରାଶିର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ରାତ୍ରି ୦୯.୫୩ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୪ ରୁ ୦୭.୨୬
ଦିବା – ୦୮.୫୯ ରୁ ୧୧.୧୧
ରାତ୍ରି – ୦୭.୩୮ ରୁ ୦୯.୫୫
ରାତ୍ରି – ୦୨.୩୬ ରୁ ୦୩.୨୮
ଅଶୁଭ ସମୟ - 
ରାହୁକାଳ - ପ୍ରାତଃ ୦୭.୨୬ ରୁ ୦୮.୪୮
କାଳବେଳା - ପ୍ରାତଃ ୦୭.୨୬ ରୁ ୦୮.୪୮
ବାରବେଳା- ଦିବା ୦୨.୧୭ ରୁ ୦୩.୩୯
କାଳରାତ୍ରି – ରାତ୍ରି ୦୯.୫୫ ରୁ ୧୧.୩୩

Advertisment
Panchang
Advertisment
Related Articles
Advertisment