/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୪ ତାରିଖ ବୁଧବାର। ଚନ୍ଦ୍ର – ମକର ରାତ୍ରି ୦୭.୪୫ ଗତେ କୁମ୍ଭ। ତିଥି - ୪ର୍ଥୀ ଦିବା ୦୧.୧୧ ଗତେ ୫ମୀ। ଘାତଚନ୍ଦ୍ର – ସିଂହ ରାଶିର, ରାତ୍ରି ୦୭.୪୫ ଗତେ ମିଥୁନ ଓ ମୀନ ରାଶିର। ଘାତବାର – କର୍କଟ ରାଶିର। ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୬.୨୧ ରୁ ୦୮.୩୧
ଦିବା – ୧୦.୪୧ ରୁ ୧୧.୪୬
ଦିବା – ୦୧.୩୪ ରୁ ୦୩.୪୪
ସନ୍ଧ୍ୟା – ୦୬.୦୩ ରୁ ୦୬.୫୬
ରାତ୍ରି – ୦୮.୪୧ ରୁ ୦୩.୦୪
ନିଶାନ୍ତ - ୦୪.୪୩ ରୁ ୦୬.୨୨
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୪୬ ରୁ ୦୧.୦୭
କାଳବେଳା - ଦିବା ୦୯.୦୪ ରୁ ୧୦.୨୫
ବାରବେଳା - ଦିବା ୧୧.୪୬ ରୁ ୦୧.୦୭
କାଳରାତ୍ରି – ରାତ୍ରି ୦୩.୦୪ ରୁ ୦୪.୪୩
Advertisment
Advertisment



Related Articles
Sharp Spike in Gold Rates: ଦିନକରେ ସୁନା ଭରି ୨ ହଜାରରୁ ଅଧିକ ଟଙ୍କା ମହଙ୍ଗା, ସୁନା ଖୁବଶୀଘ୍ର ଦେଢ ଲକ୍ଷ ଛୁଇଁବା ଅନୁମାନ
POSTED

Unrest Continues in Bangladesh: ବାଂଲାଦେଶରେ ଥମୁନି ବିସ୍ଫୋରକ ସ୍ଥିତି, ଭାରତରେ ତେଜିଲା ହିନ୍ଦୁ ନିର୍ଯାତନା ବିରୋଧୀ ନିଆଁ
POSTED

Pollution Testing Certificate Woes: ପଲ୍ୟୁସନ ଟେଷ୍ଟିଂ ସାର୍ଟିଫିକେଟ୍ ଟେନସନ୍, ଚାଲାଣ ଭରିନଥିବା ଲୋକେ ହୀନସ୍ତା
POSTED

Another Serious Allegation Surfaces from Kandhamal: କନ୍ଧମାଳରୁ ଆସିଲା ଆଉ ଏକ ସଂଗୀନ ଅଭିଯୋଗ, ଗତବର୍ଷ ବି କିସ୍ ରେ ଘଟିଥିଲା ଛାତ୍ର ହତ୍ୟା !
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)