/odishatv-khabar/media/media_files/2025/11/21/panchang-2025-11-21-08-01-03.jpg)
Panchang Photograph: (OTV)
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ। ଇଂରାଜୀ ୨୩ ତାରିଖ ରବିବାର। ଚନ୍ଦ୍ର – ଧନୁ ଅହୋରାତ୍ର। ତିଥି – ୩ୟା ସନ୍ଧ୍ୟା ୦୭.୨୫ ଗତେ ୪ର୍ଥୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର – ମେଷ ରାଶିର। ପୁଷ୍କର ଦୋଷ - ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୪୭ ରୁ ୦୮.୫୯
ଦିବା – ୧୨.୫୫ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୩.୩୯
ରାତ୍ରି – ୦୭.୩୮ ରୁ ୦୯.୨୨
ରାତ୍ରି – ୧୧.୫୯ ରୁ ୦୧.୧୧
ରାତ୍ରି – ୦୨.୪୮ ରୁ ୦୬.୦୪
ଅଶୁଭ ସମୟ -
ରାହୁକାଳ - ଦିବା ୦୩.୩୯ ରୁ ୦୫.୦୨
କାଳବେଳା - ଦିବା ୧୧.୩୨ ରୁ ୧୨.୫୫
ବାରବେଳା- ଦିବା ୧୦.୧୦ ରୁ ୧୧.୩୨
କାଳରାତ୍ରି – ରାତ୍ରି ୦୧.୧୧ ରୁ ୦୨.୪୮
Advertisment
Advertisment



Related Articles
Arun Sahoo Targets: ପୁଣି ଅରୁଣ ମାରିଲେ ତେରଛା ବାଣ , ବିଜେଡିର ଶୀର୍ଷ ନେତୃତ୍ୱ ଉପରେ ଲଗାଇଲେ ପ୍ରଶ୍ନ
POSTED

Child in Coma Recovers: ଫେରାଇ ଦେଲେ ଡାକ୍ତର, ଆଶା ଦେଲେ ମହାପ୍ରଭୁ ...ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ମହାପ୍ରଭୁଙ୍କ ଚମତ୍କାରିତା
POSTED

Odisha Congress: କଂଗ୍ରେସରେ ପୁଣି ଗୋହିଖୋଳା ପର୍ବ , ମୋକିମଙ୍କୁ ଭକ୍ତଙ୍କ ବିଭୀଷଣ ଉପାଖ୍ୟାନ ପରେ ବିବାଦ ତୀବ୍ର
POSTED

CBI Begins Probe: SI ମହାକେଳେଙ୍କାରୀର ଘଣ୍ଟାଚକଟା ଆରମ୍ଭ କଲା ସିବିଆଇ , ଜାମିନରେ ଥିବା ୧୧୪ ଜଣଙ୍କୁ ହେବ ଜେରା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)