Advertisment

Today Panchang 1st December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ  ତାରିଖ ୦୧ ସୋମବାର । ଚନ୍ଦ୍ର- ମୀନ ରାତ୍ରି ୧୧.୧୭ ଗତେ ମେଷ । ତିଥି – ୧୧ଶୀ ସନ୍ଧ୍ୟା ୦୭.୦୧ ଗତେ ୧୨ଶୀ । ଘାତଚନ୍ଦ୍ର - ଧନୁ ରାଶିର ,ରାତ୍ରି ୧୧.୧୭ ଗତେ ମେଷ ରାଶିର ।

author-image
Deepak Acharya
Panchang

Panchang Photograph: (OTV)

ଆଜିର ପଞ୍ଚାଙ୍ଗ                                                              
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ  ତାରିଖ ୦୧ ସୋମବାର
ଚନ୍ଦ୍ର- ମୀନ ରାତ୍ରି ୧୧.୧୭ ଗତେ ମେଷ
ତିଥି – ୧୧ଶୀ ସନ୍ଧ୍ୟା ୦୭.୦୧ ଗତେ ୧୨ଶୀ
ଘାତଚନ୍ଦ୍ର - ଧନୁ ରାଶିର ,ରାତ୍ରି ୧୧.୧୭ ଗତେ ମେଷ ରାଶିର
ଘାତବାର- ମିଥୁନ ରାଶିର
ପୁଷ୍କର ଦୋଷ – ସନ୍ଧ୍ୟା ୦୭.୦୧ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
ଶୁଭ ସମୟ-
ପ୍ରାତଃ – ୦୬.୦୮ ରୁ ୦୭.୩୦
ଦିବା – ୦୯.୦୩ ରୁ ୧୧.୧୩
ରାତ୍ରି – ୦୭.୩୯ ରୁ ୦୯.୫୭
ରାତ୍ରି – ୦୨.୩୯ ରୁ ୦୩.୩୨
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୩୦ ରୁ ୦୮.୫୨
କାଳବେଳା - ପ୍ରାତଃ ୦୭.୩୦ ରୁ ୦୮.୫୨
ବାରବେଳା- ଦିବା ୦୨.୧୯ ରୁ ୦୩.୪୦
କାଳରାତ୍ରି – ରାତ୍ରି ୦୯.୫୭ ରୁ ୧୧.୩୫

Advertisment
Astrology Panchang
Advertisment
Related Articles
Advertisment