Advertisment

Today Panchang 17th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ସୋମବାର। ଚନ୍ଦ୍ର – କନ୍ୟା ଦିବା ୦୩.୩୫ ଗତେ ତୁଳା। ତିଥି – ୧୩ଶୀ ଅହୋରାତ୍ର। ଘାତଚନ୍ଦ୍ର – ବୃଷ ରାଶିର ଦିବା ୦୩.୩୫ ପର୍ଯ୍ୟନ୍ତ।

author-image
Deepak Acharya
Panchang

Panchang Photograph: (OTV)

ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ସୋମବାର। ଚନ୍ଦ୍ର – କନ୍ୟା ଦିବା ୦୩.୩୫ ଗତେ ତୁଳା। ତିଥି – ୧୩ଶୀ ଅହୋରାତ୍ର। ଘାତଚନ୍ଦ୍ର – ବୃଷ ରାଶିର ଦିବା ୦୩.୩୫ ପର୍ଯ୍ୟନ୍ତ। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୬.୦୦ ରୁ ୦୭.୨୨
ଦିବା – ୦୮.୫୬ ରୁ ୧୧.୦୯
ରାତ୍ରି – ୦୭.୩୮ ରୁ ୦୯.୫୪
ରାତ୍ରି – ୦୨.୩୩ ରୁ ୦୩.୨୫
ଅଶୁଭ ସମୟ - 
ରାହୁକାଳ - ପ୍ରାତଃ ୦୭.୨୨ ରୁ ୦୮.୪୫
କାଳବେଳା - ପ୍ରାତଃ ୦୭.୨୨ ରୁ ୦୮.୪୫
ବାରବେଳା- ଦିବା ୦୨.୧୭ ରୁ ୦୩.୪୦
କାଳରାତ୍ରି – ରାତ୍ରି ୦୯.୫୪ ରୁ ୧୧.୩୧

Advertisment
Panchang
Advertisment
Related Articles
Advertisment