Advertisment

Today Panchang 12th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୨ ବୁଧବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୬.୩୫ ଗତେ ସିଂହ। ତିଥି - ୮ମୀ ରାତ୍ରି ୧୦.୫୮ ଗତେ ୯ମୀ। ଘାତଚନ୍ଦ୍ର – ସନ୍ଧ୍ୟା ୦୬.୩୫ ଗତେ କର୍କଟ ଓ ମକର ରାଶିର।

author-image
Deepak Acharya
Panchang

Panchang Photograph: (OTV)

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୨ ବୁଧବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୬.୩୫ ଗତେ ସିଂହ। ତିଥି - ୮ମୀ ରାତ୍ରି ୧୦.୫୮ ଗତେ ୯ମୀ। ଘାତଚନ୍ଦ୍ର – ସନ୍ଧ୍ୟା ୦୬.୩୫ ଗତେ କର୍କଟ ଓ ମକର ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ - ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୫.୫୭ ରୁ ୦୮.୧୦
ଦିବା – ୧୦.୨୪ ରୁ ୧୧.୩୦
ଦିବା – ୦୧.୨୧ ରୁ ୦୩.୩୫
ସନ୍ଧ୍ୟା – ୦୫.୫୫ ରୁ ୦୬.୪୭
ରାତ୍ରି – ୦୮.୩୦ ରୁ ୦୨.୪୪
ରାତ୍ରି – ୦୪.୨୧ ରୁ ୦୫.୫୭
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୩୦ ରୁ ୧୨.୫୪
କାଳବେଳା- ଦିବା ୦୮.୪୩ ରୁ ୧୦.୦୭
ବାରବେଳା- ଦିବା ୧୧.୩୦ ରୁ ୧୨.୫୪
କାଳରାତ୍ରି – ରାତ୍ରି ୦୨.୪୪ ରୁ ୦୪.୨୧

Advertisment
Panchang
Advertisment