Advertisment

Today Panchang 11th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୧ ମଙ୍ଗଳବାର। ଚନ୍ଦ୍ର- କର୍କଟ ଅହୋରାତ୍ର। ତିଥି - ୭ମୀ ରାତ୍ରି ୧୧.୦୯ ଗତେ ୮ମୀ। ଘାତଚନ୍ଦ୍ର – ନାସ୍ତି।

author-image
Deepak Acharya
Panchang

Panchang Photograph: (OTV)

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୧ ମଙ୍ଗଳବାର। ଚନ୍ଦ୍ର- କର୍କଟ ଅହୋରାତ୍ର। ତିଥି - ୭ମୀ ରାତ୍ରି ୧୧.୦୯ ଗତେ ୮ମୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୧.୦୯ ଗତେ ୧ପାଦ-କୃଷିହାନି-ଭୂମିଦାନ।

Advertisment

ଶୁଭ ସମୟ-
ପ୍ରାତଃ – ୦୫.୫୬ ରୁ ୦୬.୪୧
ଦିବା – ୦୮.୪୩ ରୁ ୧୧.୦୮
ସନ୍ଧ୍ୟା – ୦୫.୦୪ ରୁ ୦୬.୪୧
ରାତ୍ରି – ୦୮.୧୭ ରୁ ୦୮.୩୦
ରାତ୍ରି – ୦୯.୨୨ ରୁ ୧୧.୫୬
ରାତ୍ରି – ୦୧.୩୯ ରୁ ୦୩.୨୨
ରାତ୍ରି – ୦୪.୧୪ ରୁ ୦୫.୫୭

ଅଶୁଭ ସମୟ-
ରାହୁକାଳ- ଦିବା ୦୨.୧୭ ରୁ ୦୩.୪୧
କାଳବେଳା- ଦିବା ୧୨.୫୪ ରୁ ୦୨.୧୭
ବାରବେଳା- ପ୍ରାତଃ ୦୭.୨୦ ରୁ ୦୮.୪୩
କାଳରାତ୍ରି – ସନ୍ଧ୍ୟା ୦୬.୪୧ ରୁ ୦୮.୧୭

Advertisment
Panchang
Advertisment