/odishatv-khabar/media/media_files/2026/01/27/accident-2026-01-27-11-46-06.jpg)
Accident Photograph: (OTV)
ମରଣଯନ୍ତା ପାଲଟିଛି ଧାମରା-ବାସୁଦେବପୁର ରାସ୍ତା। ଆଜି ପୁଣି ଦୁର୍ଘଟଣାରେ ଚାଲି ଯାଇଛି ୨ ଜଣଙ୍କ ଜୀବନ । ଭଦ୍ରକ ବାସୁଦେବପୁର-ଧାମରା ରାସ୍ତାର ପାରାପୋଖରୀ ଛକ ନିକଟରେ ଅଜଣା ଗାଡି ଧକ୍କାରେ ୨ ଯୁବକଙ୍କ ମୄତ୍ୟୁ ହୋଇଛି । ମୃତକ ଯାଜପୁର ଅଞ୍ଚଳର ଦୀପକ ରାଉତ ଓ ଚିନ୍ମୟ ମଲିକ।
Advertisment
ଦୁହେଁ ରାତିରେ ବାଇକରେ ବାସୁଦେବପୁର ଅଭିମୁଖେ ଆସୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ ଓ କଶିଆ ସାମୁଦ୍ରିକ ଥାନା ପୋଲିସ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ
ବାସୁଦେବପୁର-ଧାମରା ରାସ୍ତା ପାରାପୋଖରୀ ଛକରେ ଦୁର୍ଘଟଣା
ମୃତକ ଯାଜପୁର, ବାସୁଦେବପୁରରେ ଜେସିବି ଡ୍ରାଇଭର ଭାବେ କାମ କରୁଥିଲେ
Advertisment
Advertisment


Related Articles
Online ‘Digital Arrest’ Scam: ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲା ୩୦ ଲକ୍ଷ ଟଙ୍କା, ଗିରଫଦାରୀର ଭୟ ଦେଖାଇ ଲୁଟିନେଲା ଦୁର୍ବୃତ୍ତ
POSTED

Odisha Politics Gets New Player: ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ ମୋକିମଙ୍କ ନୂଆ ଦଳ, ନାଁ ବି ଘୋଷଣା କଲେ
POSTED

Nitin Nabin’s First West Bengal Tour: ଆଜିଠୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ନିତିନ ନବୀନ, ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)